ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ : ପୋଲିସର ଲାଠିଚାର୍ଜ, ୧୩୦ ଛାତ୍ରଛାତ୍ରୀ ଗିରଫ

ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ, ୧୩୦ ଗିରଫ । ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ନ୍ୟୁୟର୍କ ବିଶ୍ବ ବିଦ୍ୟାଳୟରେ ଏହା ହିଂସାତ୍ମକ ରୂପ ନେଇଛି ।

ନୂଆଦିଲ୍ଲୀ : ନ୍ୟୁୟର୍କ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ, ୧୩୦ ଗିରଫ ।  ଆମେରିକାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ବେଳେ ନ୍ୟୁୟର୍କ ବିଶ୍ବ ବିଦ୍ୟାଳୟରେ ଏହା ହିଂସାତ୍ମକ ରୂପ ନେଇଛି ।  ନ୍ୟୁୟର୍କ ବିଶ୍ବ ବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ବିକ୍ଷୋଭ କରାଯାଉଥିବା ବେଳେ ପରିସ୍ଥିତି ଅଣାୟତ ହେବାରୁ ଲାଠିମାଡ କରି୧୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା ପୋଲିସ୍ ।

ପରେ ବିକ୍ଷୋଭକାରୀ ମାନେ କୋର୍ଟରୁ ଜାମିନରେ ମୁକୁଳିଛନ୍ତି । ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍ ସମର୍ଥନରେ ବିକ୍ଷୋଭ ହୋଇଛି । ବିକ୍ଷୋଭ ଅଣାୟତ୍ତ ହେବାରୁ ପୋଲିସ ଲାଠିମାଡ କରିଥିଲା । ବିକ୍ଷୋଭ ବେଳେ ଅନେକ ଅଣଛାତ୍ର ଯୋଗ ଦେବା ପରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହିଂସାତ୍ମକ ମୋଡ ନେଇଥିଲା । ବ୍ୟାରିକେଡ୍ ଭାଙ୍ଗି ବିଶ୍ବ ବିଦ୍ୟାଳୟ ଭିତରକୁ ଧସେଇ ପସିଥିଲେ ଶତାଧିକ ଅଣଛାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.