ଘର ବାହୁଡିଲେ ବିଧାୟକ ଅରବିନ୍ଦ ଢାଲି, ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର (କେନ୍ୟୁଜ): ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦ ଢାଲି । ତେବେ ଗତକାଲି ବିଜେଡିର ପ୍ରାଥମିକ…

ପୋଲିସ-ମାଓବାଦୀ ଗୁଳିବିନିମୟ, ଏନକାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି (କେନ୍ୟୁଜ): ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେ ଜିଲ୍ଲାର ଛୋଟେବେଠିଆ ଜଙ୍ଗଲରେ ପୋଲିସ୍- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଘଟଣାସ୍ଥଳରୁ ଗୋଟିଏ ଏକେ- 47 ବନ୍ଧୁକ ଜବତ ହୋଇଛି ।…

DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

କେନ୍ଦ୍ରାପଡ଼ା (କେନ୍ୟୁଜ): ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ । କେନ୍ଦ୍ରାପଡ଼ା ମହାକାଳପଡ଼ା ଡିଆରଡିଓ କ୍ୟାମ୍ପରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଯବାନ ହେଉଛନ୍ତି ରାଜଶେଖରନ। ତାଙ୍କକ ଘର ତାମିଲ ନାଡୁରେ । ତେବେ ବର୍ତ୍ତମାନ ଯାଏଁ ଜୀବନ ହାରିବାର କାରଣ ଅସ୍ପଷ୍ଟ ରହିଥିବା…

ରାଜନଗରରେ ଚାଞ୍ଚଲ୍ୟ: ଘରୁ ଉଦ୍ଧାର ହେଲା ବାପା, ମା ଓ ପୁଅଙ୍କ ମୃତଦେହ

ରାଜନଗର (କେନ୍ୟୁଜ): ଗୋଟିଏ ପରିବାରର ୩ ମୃତ । ଘର ଭିତରୁ ମା ଓ ପୁଅର ମୃତଦେହ ଉଦ୍ଧାର ହୋଇଛି । ଘର ଛାତରୁ ଝୁଲନ୍ତା ଅବସ୍ଥାରେ ବାପାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତକ ହେଲେ ବାପା ସିଦ୍ଦାମ ମଣ୍ଡଳ, ମାଆ ଜୟନ୍ତୀ ଓ ପୁଅ ପରୀକ୍ଷିତ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ…

ଶିମିଳିପାଳକୁ ନିଆଁ ଡର, ମୁକାବିଲା ପାଇଁ ଲାଗିବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା

ଶିମିଳିପାଳ (କେନ୍ୟୁଜ): ଆସିଲାଣି ତାତି। ଶିମିଳିପାଳକୁ ଘାରିଛି ନିଆଁ ଡର। ମୁକାବିଲା ଲାଗି AI ଟେକ୍ନଲୋଜି ବ୍ୟବହାର ହେବ। ଲାଗିବ ୩୬୦ ଡିଗ୍ରୀ ସର୍ଭିଲାନ୍ସ କ୍ୟାମେରା । ଏହି କ୍ୟାମେରା ଚତୁଃର୍ପାଶ୍ୱର ୧୫ କିଲୋମିଟର ପରିଧି ଭିତରେ ଭିଡିଓ ଏବଂ ଫୋଟ ଉଠାଇ ତୁରନ୍ତ କଣ୍ଟ୍ରୋଲ ରୁମକୁ ପଠାଇବ।…

ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ, ମୃତଦେହକୁ ଚଦରରେ ଘୋଡାଇ ହତ୍ୟାକାରୀ ଫେରାର

ଅନୁଗୁଳ (କେନ୍ୟୁଜ) : ବାପାକୁ ପିଟି ମାରିଲା ପୁଅ । ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ । ମୃତଦେହକୁ ଚଦରରେ ଘୋଡାଇ ଫେରାର ହୋଇଯାଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁର ଅଭାବନୀୟ ଘଟଣା । ମୃତକ ହେଲେଊ ଗାଁ ବିପ୍ରବର ଭୋଇ । ହତ୍ୟାକାରୀ ପୁଅ ହେଲା ବଳରାମ…

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ତାତି ଭିତରେ ବର୍ଷା ଆଶଙ୍କା । ଆଜି ଓ କାଲି ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ଝାରସୁଗୁଡା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୁରଭଞ୍ଜ ଓ ବାଲେଶ୍ୱରରେ ଘଡଘଡି ସହ…

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ: ବାଲୁକା କଳାରେ ମହାବଳ ବାଘର ପ୍ରତିକୃତି ପ୍ରସ୍ତୁତ କରି ସୁରକ୍ଷା ବାର୍ତ୍ତା ଦେଲେ…

ପୁରୀ (କେନ୍ୟୁଜ): ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ମହାରାଷ୍ଟ୍ରର ଚନ୍ଦ୍ରପୁର ଟଡୋବା ଉତ୍ସବରେ ୫୦ ଫୁଟ୍ ଲମ୍ବ ବାଘର ଏକ ସୁନ୍ଦର ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଟଡୋବା - ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରେ ଏହି ସୁନ୍ଦର…

୩୫୧ ବିରଳ କଇଁଛ ଜବତ: ଚୋରା ଚାଲାଣ ବେଳେ ମାଡି ବସିଲା DRI, ୩ ଅଟକ

ଭୁବନେଶ୍ୱର (କେନ୍ୟୁଜ): ୩୫୧ ବିରଳ କଇଁଛ ଜବତ । କଇଁଛ ଚୋରା ଚାଲାଣ ବେଳେ ମାଡି ବସିଲା DRI । ପଶ୍ଚିମବଙ୍ଗରୁ କର୍ଣ୍ଣାଟକକୁ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ଏସବୁ ଜବତ କରାଯାଇଛି । ଟାଟା ଟିଆଗୋ କାରରୁ ୩୫୧ଟି ବିରଳ କଇଁଛ ଜବତ କରାଯାଇଛି । ଏହା…

ନିଜର ପେଶା ଭୁଲିଗଲେ ଡାକ୍ତର : କିରାଣୀଙ୍କୁ ମାଡ଼ ମାରିଲେ, କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ

ସମ୍ବଲପୁର (କେନ୍ୟୁଜ): କିରାଣୀଙ୍କୁ ମାଡ଼ ମାରିଲେ ଡାକ୍ତର । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି । କିରାଣୀଙ୍କୁ ମାଡ଼ ମାରିବା ସହ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଫଳରେ ୨ ଡାକ୍ତରଙ୍କ ନାଁରେ ମାମଲା ରୁଜୁ ହୋଇଛି।…

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦାମ୍; ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୬୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୧୮ ପଇସା ରହିଛି । ଏପଟେ ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତିତ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୦୩ ପଇସା ଓ ଡିଜେଲ ଦର ୯୨…

ବିବାହ ସିଜିନ୍‌ରେ ଚମକୁଛି ସୁନା, ଜାଣନ୍ତୁ କେତେ ଅଛି ଦାମ୍

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢୁଥିବାରୁ ଘରୋଇ ବଜାରରେ ଦର ବଢୁଛି । ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ଆପଣ ସୁନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ…