Below header

ନିର୍ବାଚନ ପୂର୍ବରୁ ଅଶାନ୍ତ ଖଲ୍ଲିକୋଟ, କାଉନସିଲରଙ୍କ ଘର ଆଗରେ ଫୁଟିଲା ଗୁଳି

କାଉନସିଲରଙ୍କ ଘର ଆଗରେ ଫୁଟିଲା ଗୁଳି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ନଂ ୱାର୍ଡ କାଉନସିଲର ନାରାୟଣ ବାରିକଙ୍କ ଘର ଓ ଦୋକାନ ଆଗରେ ବ୍ଲାଙ୍କ ଫାୟାରିଂ କରାଯାଇଛି। କିଛି ଅଜଣା ବ୍ୟକ୍ତି କାର ଯୋଗେ ଆସି ଆସି ବ୍ଲାଙ୍କ ଫାୟାରିଂ କରିଥିଲେ।

ଖଲ୍ଲିକୋଟ (କେନ୍ୟୁଜ): କାଉନସିଲରଙ୍କ ଘର ଆଗରେ ଫୁଟିଲା ଗୁଳି ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ନଂ ୱାର୍ଡ କାଉନସିଲର ନାରାୟଣ ବାରିକଙ୍କ ଘର ଓ ଦୋକାନ ଆଗରେ ବ୍ଲାଙ୍କ ଫାୟାରିଂ କରାଯାଇଛି । କିଛି ଅଜଣା ବ୍ୟକ୍ତି କାର ଯୋଗେ ଆସି ଆସି ବ୍ଲାଙ୍କ ଫାୟାରିଂ କରିଥିଲେ । ଘରେ ପଶି କାଉନସିଲରଙ୍କ ଭାଇକୁ ମାଡ଼ ମାରି ଗାଡ଼ି ଭାଙ୍ଗି ଦେଇଛନ୍ତି ।  ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୩ ରୁ ୪ ଜଣ ବ୍ୟକ୍ତି ଏକ କାରରେ ଆସି କାଉନସିଲରଙ୍କ ଘର ଓ ଦୋକାନ ଆଗରେ ବ୍ଲାଙ୍କ ଫାଇରିଙ୍ଗ କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.