Browsing Tag

firing

soro Jewellary Firing: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼, ପୋଲିସ ତଦନ୍ତ ଜାରି

ସୋର: ଜୁଏଲାରୀ ମାଲିକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ସ୍ଥିତ କୂପେଶ୍ୱର ଜୁଏଲାରି ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଘରକୁ ଫେରୁଥିବା ବେଳେ ଗୁଳିମାଡ଼ । ମାଲିକଙ୍କଠାରୁ ଚାବି ବ୍ୟାଗ ନେଇଯାଇଛନ୍ତି ଲୁଟେରା । ପୋଲିସ ଗୁଳି ସହିତ ବାଇକ ଜବତ କରି…

Firing: ସ୍କୁଲ ପରିସରରେ ଗୁଳିକାଣ୍ଡ, ୬ ମୃତ

ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନାନୁଯାୟୀ, ଏହି ଘଟଣା…

ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼, ଯାଞ୍ଚ କରୁଛି ପୋଲିସ

ବିନିକା: ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଙ୍ଗିଯୁବା ଗାଁର ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁର୍ବୃତ୍ତ୨୫ ରାଉଣ୍ଡ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି…

ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଛୁରାମାଡ଼ ଓ ଗୁଳିଚାଳନା, ଜଣେ ଆହତ

ଆମେରିକା : ଗତକାଲି ଦ୍ବିପହରରେ ଆମେରିକାର ଟାଇମ୍ ସ୍କୋୟାରରେ ଛୁରାମାଡ଼ ଓ ଗୁଳିଚାଳନା ଘଟଣା ଦେଖିବାକୁ ମିଳିଥିଲା । ଗୁଳି ଚାଳନା ହେବାରୁ ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଥିଲେ । ଏହାରି ମଧ୍ୟରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ଫଳରେ ସ୍ଥାନୀୟ…

ଗଣିଆରେ ଯୁବକଙ୍କୁ ଗୁଳିକରି ହତ୍ୟା, ମେଡିକାଲରେ ଉତ୍ତେଜନା

ନୟାଗଡ଼/ଦଶପଲ୍ଲା  :  ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା ।  ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ ।  ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, ଏକ ଗାଡିରେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳିକରି ଚାଲି ଯାଇଥିଲା ।  ଗୁଳି ତାଙ୍କର ଡାହାଣ ଛାତିରେ…

ଫିଫା ବିଶ୍ବକପ ୨୦୨୬ ପୂର୍ବରୁ ଇଂଲଣ୍ଡ ଟିମ୍ ବେସ୍ କ୍ୟାମ୍ପ ନିକଟରେ ଆଖିବୁଜା ଗୁଳିମାଡ଼, ୯ ଗୁରୁତର

ଇଂଲଣ୍ଡ ଏବଂ କୋଷ୍ଟାରିକା ମଧ୍ୟରେ ଫିଫା ବିଶ୍ବକପ ୨୦୨୬ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଇଂଲଣ୍ଡର ବେସ୍ କ୍ୟାମ୍ପରେ ଗୁଳିମାଡ଼ ହୋଇଛି । ଫିଫା ବିଶ୍ବକପ ୨୦୨୬ରେ ଇଂଲଣ୍ଡ ଟିମର ବେସ କ୍ୟାମ୍ପ ନିକଟରେ ଗୁଳିମାଡ଼ ହୋଇଛି । ଇଂଲଣ୍ଡ ଟିମର ବେସ୍ ମିସୋରୀ କନସାସ୍ ସିଟିରେ ରହିଛି । ଏହି…

ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ପଞ୍ଚାୟତରେ ଭତ୍ତା ବାଣ୍ଟିବାକୁ ବାଇକରେ ଯାଉଥିଲେ PEO ଓ ADEO

କେନ୍ଦୁଝର: ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା । ବାଉରିପଦା ପଞ୍ଚାୟତରେ ଆଜି ଦେବାକୁ ଥିଲା ଭତ୍ତା । ସକାଳ ୯ ଟା ୪୫ ମିନିଟରେ କେନ୍ଦୁଝର HDFC ବ୍ୟାଙ୍କରୁ ବାଉରିପଦା PEO ଏବଂ ADEO ମିଶି ୮ ଲକ୍ଷ ୧୮ ହଜାର ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକ ରେ ଯାଉଥିଲେ । ତାଙ୍କୁ ନାଲି ରଙ୍ଗର…

ରୋହିତ ସେଟ୍ଟୀଙ୍କ ଘର ଉପରକୁ ଗୁଳି ମାଡ଼ ଘଟଣା, ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ

ଆଗ୍ରା: ଉତ୍ତରପ୍ରଦେଶ ଏସଟିଏଫ ହାତରେ ବଡ଼ ସଫଳତା ଲାଗିଛି । ଜଣାଶୁଣା ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଘରେ ଗୁଳିମାଡ଼ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ୟୁପି ଏସଟିଏଫ ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚର ଟିମ୍ ମିଳିତ ଭାବେ ଆଗ୍ରାରୁ ଅଭିଯୁକ୍ତକୁ ଧରିଛି ।…

ଲସ୍କର-ଇ-ତୋଏବାର କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼, ଗୁରୁତର ଆହତ

ପାକିସ୍ତାନର ଲାହୋରରେ ଲସ୍କର-ଇ-ତୋଇବାର ଫାଉଣ୍ଡର ସଦସ୍ୟ ଓ କୁଖ୍ୟାତ ଆତଙ୍କୀ ଆମିର ହମଜା ଉପରେ ଆଖିବୁଜା ଗୁଳିମାଡ଼ । ମିଳିଥିବା ସୂଚନା ଅନୁସାରେ, ହମଜା ଲାହୋରରେ ଥିବା ଏକ ନ୍ୟୁଜ ଚ୍ୟାନେଲ ଅଫିସରୁ ଏକ କାର୍ଯ୍ୟକ୍ରମ ସାରିବା ପରେ ଘରକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏହି…

ଇଞ୍ଜିନିୟରିଙ୍ଗ କଲେଜ ପରିସରରେ ଗୁଳିମାଡ଼ ସହ ଆକ୍ରମଣ, ଅଳ୍ପକେ ବଞ୍ଚିଗଲେ କଲେଜ ଛାତ୍ର

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ  ଏକ  ଇଞ୍ଜିନିୟରିଙ୍ଗ  କଲେଜ କ୍ୟାମ୍ପସ  ପରିସରରେ ଗୁଳିମାଡ଼ ସହ ଜଣେ ଛାତ୍ରଙ୍କୁ ଆକ୍ରମଣ ।  କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁର୍ବ ଶତୃତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି ।  ଗୋଟିଏ ରାଉଣ୍ଡ ଗୁଳିମାଡ…

ମଦ୍ୟପଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର, ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର :  ମଦ୍ୟପ ଯୁବକଙ୍କ ଉନ୍ତୁତ୍ତ କାଣ୍ଡ । ନବରଙ୍ଗପୁର ଝରୀଗାଁ ବ୍ଲକର କୁସୁମବାହାଲ ଗାଁରେ ଫୁଟିଲା ଗୁଳି ।  ଗୁଳି ଚଳାଇଲା ଜଣେ ମଦ୍ୟପ ।  ମଦ ପିଇ ଜଣେ ଯୁବକ ଉପରକୁ ଗୁଳିମାଡ଼ କରିଛି ମଦ୍ୟପ ।  ଅଭିଯୋଗ ଅନୁସାରେ,  ଏକମ୍ବାପଡା ଗାଁର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି…

କଟକରେ ଗୁଳିକାଣ୍ଡ ଘଟଣା : ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

କଟକ : କିଏ ଏବଂ କାହିଁକି କଲା ଗୁଳିମାଡ଼ ? କଟକ ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣାରେ ସାମ୍ନାକୁ ସତ । ଖୁବ୍ ଶୀଘ୍ର ଧରାପଡିବ ଅପରାଧୀ । ତନାଘନା ତଦନ୍ତ କରୁଛି ପୋଲିସ । ହତ୍ୟାକାରୀ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଘଟଣାସ୍ଥଳକୁ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ୍…