ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼, କିଏ ଓ କାହିଁକି କଲା କାରଣ ଅସ୍ପଷ୍ଟ

ଜଙ୍ଗଲ ମଧ୍ୟରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଘଟଣା । ଗୁଳିମାଡରେ ମହିଳା ଜଣକ ଗୁରୁତର ହୋଇଛନ୍ତି ।

ଭଞ୍ଜନଗର (କେନ୍ୟୁଜ): ମହିଳାଙ୍କୁ ଗୁଳି । ଜଙ୍ଗଲ ମଧ୍ୟରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଭଞ୍ଜନଗର ଥାନା ବେଡ଼ିଗୋବା ଗାଁ ନିକଟ ଘଟଣା । ଗୁଳିମାଡରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଆହତ ମହିଳାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ସ୍ଥାନୀୟ ଅଞ୍ଚଳର ସ୍ବପ୍ନା ସାହୁ । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ମହିଳାଙ୍କୁ କିଏ ଗୁଳି ମାଡ଼ କରିଛି, ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.