Below header

ଆଇପିଏଲ୍‌ : ଓ୍ଵିଲ ଜ୍ୟାକ୍ସ ୪୧ ବଲରୁ ୧୦୦ ରନ୍‌ କଲେ, ଗୁଜରାଟକୁ ୯ ଓ୍ଵିକେଟ୍‌୍‌ରେ ହରାଇଲା ବେଙ୍ଗାଲୁରୁ

ଓ୍ଵିଲ ଜ୍ୟାକ୍ସଙ୍କ ୪୧ ବଲ୍‌ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଜି ଆଇପିଲରେ ଗୁଜୁରାଟ ଟାଇଟନ୍ସକୁ ମାତ୍‌ ଦେଇଛି । ୯ ଓ୍ଵିକେଟ୍‌୍‌ରେ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୩ ଓ୍ଵିକେଟ୍‌୍‌ରେ ୨୦୦ ରନ୍‌ ସ୍କୋର କରିଥିଲା । ସାଇ ସୁଦର୍ଶନ ୪୯ ବଲରେ ଅପରାଜିତ ୮୪ ଏବଂ ଶାହାରୁଖ ଖାନ୍‌ ୩୦ ବଲ୍‌୍‌ରେ ୫୮ ରନ୍‌ କରିଥିଲେ ।

ଅହମ୍ମଦାବାଦ: ଓ୍ଵିଲ ଜ୍ୟାକ୍ସଙ୍କ ୪୧ ବଲ୍‌ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଜି ଆଇପିଲରେ ଗୁଜୁରାଟ ଟାଇଟନ୍ସକୁ ମାତ୍‌ ଦେଇଛି । ୯ ଓ୍ଵିକେଟ୍‌୍‌ରେ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୩ ଓ୍ଵିକେଟ୍‌୍‌ରେ ୨୦୦ ରନ୍‌ ସ୍କୋର କରିଥିଲା । ସାଇ ସୁଦର୍ଶନ ୪୯ ବଲରେ ଅପରାଜିତ ୮୪ ଏବଂ ଶାହାରୁଖ ଖାନ୍‌ ୩୦ ବଲ୍‌୍‌ରେ ୫୮ ରନ୍‌ କରିଥିଲେ । ପରେ ବିରାଟ କୋହଲି ୪୪ ବଲ୍‌୍‌ରୁ ଅପରାଜିତ ୭୦ (୩ ଛକା ୬ ଚୌକା) ଏବଂ ଓ୍ଵିଲ ଜ୍ୟାକ୍ସଙ୍କ ଅପରାଜିତ ୧୦୦ ରନ୍‌ (୧୦ ଛକା, ୫ ଚୌକା) କରି ବେଙ୍ଗାଲୁରୁ ଦଳକୁ ୧୬ ଓଭରରେ ଜିତାଇ ଦେଇଥିଲେ । ଜ୍ୟାକ୍ସସଙ୍କ ବ୍ୟାଟରୁ ୯୦ ରନ୍‌ କେବଳ ଛକା ଓ ଚୌକାରୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.