Below header

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ, ରାଜା ମହାରାଜଙ୍କ ଅତ୍ୟାଚାର ଉପରେ ଟିପ୍ପଣୀ କରିଥିଲେ ରାହୁଲ

ଏଥର ନୂଆ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଟାର୍ଗେଟ । ରାହୁଲ ରାଜା ମହାରାଜାଙ୍କ କଥା କହୁଛନ୍ତି । ହେଲେ ମୁସଲିମ ଶାସକଙ୍କ ଅତ୍ୟାଚାର ଉପରେ ମୁହଁ ଖୋଲୁ ନାହାନ୍ତି । କଂଗ୍ରେସର ଏହା ଭୋଟ ବ୍ୟାଙ୍କ ପଲିଟିକ୍ସ ବୋଲି କହିଛନ୍ତି ମୋଦି ।

ଏଥର ନୂଆ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଟାର୍ଗେଟ । ରାହୁଲ ରାଜା ମହାରାଜାଙ୍କ କଥା କହୁଛନ୍ତି । ହେଲେ ମୁସଲିମ ଶାସକଙ୍କ ଅତ୍ୟାଚାର ଉପରେ ମୁହଁ ଖୋଲୁ ନାହାନ୍ତି । କଂଗ୍ରେସର ଏହା ଭୋଟ ବ୍ୟାଙ୍କ ପଲିଟିକ୍ସ ବୋଲି କହିଛନ୍ତି ମୋଦି ।

କର୍ଣ୍ଣାଟକ ବେଲାଗାଭିରେ ନିର୍ବାଚନ ପ୍ରଚାର କରି ମୋଦି କହିଛନ୍ତି, ନୱାବ, ନିଜାମ, ସୁଲତାନ ଓ ବାଦଶାହମାନଙ୍କ ଅତ୍ୟାଚାର ଉପରେ ଶବ୍ଦଟିଏ ବି କହୁ ନାହାନ୍ତି କଂଗ୍ରେସ ରାଜକୁମାର । ହଜାର ହଜାର ମନ୍ଦିର ଭାଙ୍ଗି ଦେଇଥିବା ଆଉରଙ୍ଗଜେବ କଥା କଂଗ୍ରେସ ଭୁଲି ଯାଇଛି । ହିନ୍ଦୁ ରାଜାଙ୍କୁ କଂଗ୍ରେସ ରାଜକୁମାର ଅପମାନିତ କରିଛନ୍ତି ବୋଲି ମୋଦି କହିଛନ୍ତି । ସୋସିଆଲ ମିଡିଆରେ ବିଜେପି ରାହୁଲଙ୍କ ନିର୍ବାଚନୀ ଭାଷଣର ଏକ ଭିଡିଓ କ୍ଲିପ ସେୟାର କରିଥିଲା । ଏଥିରେ ରାଜା ମହାରାଜାମାନଙ୍କ ଅତ୍ୟାଚାର କଥା କହିଥିଲେ ରାହୁଲ ଗାନ୍ଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.