Below header

ଗୃହ ମନ୍ତ୍ରଣାଳୟରେ ଭର୍ତ୍ତି ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡାଇରୋକ୍ଟରେଟ ଅଫ କୋଅର୍ଡିନେସନ ପୋଲିସ ୱେୟାଲେସରେ ଅନେକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ mha.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୨ ଜୁନ୍‌ ରହିଛି ।

ପଦବୀ ବିବରଣୀ: ୪୩

ଆସିଷ୍ଟାଣ୍ଟ କମ୍ୟୁନିକେସନ ଅଫିସର: ୮
ଆସିଷ୍ଟାଣ୍ଟ କମ୍ୟୁନିକେସନ ଅଫିସର: ୩୦
ଆସିଷ୍ଟାଣ୍ଟ: ୫

ଜରୁରୀ ତାରିଖ: ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୨୨ ଜୁନ୍‌ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହୋଇଥିବା ଜରୁରୀ ।

ବୟସ ସୀମା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୬ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କୁ ଚୟନ ପାଇଁ ଇଣ୍ଟରଭ୍ୟୁ ଦେବାକୁ ହେବ । ପ୍ରାର୍ଥୀଙ୍କୁ ପରଫରମାନ୍ସ ଦେଖି ଚୟନ କରାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.