Below header

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ ନବୀନ ପଟ୍ଟନାୟକ : କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମପୁରରେ ମୋଦିଙ୍କ ବକ୍ତବ୍ୟ ଉପରେ କଡା ଜବାବ ରଖିଛନ୍ତି ବିଜେଡିର ପ୍ରମୁଖ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।  ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ୯ ଜୁନ୍ ଦିନ ୧୧ଟା ୩୦ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ):  ବ୍ରହ୍ମପୁରରେ ମୋଦିଙ୍କ ବକ୍ତବ୍ୟ ଉପରେ କଡା ଜବାବ ରଖିଛନ୍ତି ବିଜେଡିର ପ୍ରମୁଖ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।  ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିବେ । ୯ ଜୁନ୍ ଦିନ ୧୧ଟା ୩୦ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି ।

ଏପରିକି ଡବଲ ଇଞ୍ଜିନ ସରକାର ଆସିଲେ ରାଜ୍ୟ ୨୦ ବର୍ଷ ପଛକୁ ଚାଲିଯିବ । ରାଜ୍ୟରେ କେବଳ ନବୀନ ଇଞ୍ଜିନ ସରକାର ପ୍ରଗତି ଆଣିବ ବୋଲି ପାଣ୍ଡିଆନ କହିଛନ୍ତି । ବିରୋଧୀ ଆସିଲେ BSKY ହଟାଇ ଆୟୁଷ୍ମାନ ଯୋଜନା ଲାଗୁ କରିବେ ବୋଲି କହିଛନ୍ତି । ଜୁନ ୧୦ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ବ୍ରହ୍ମପୁର ସମାବେଶରେ କହିଥିଲେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.