Browsing Tag

firing

ଆମେରିକାରେ ମ୍ୟୁଜିକ କନସର୍ଟରେ ଆଖିବୁଜା ଗୁଳିଚାଳନା, ଜଣେ ପିଲା ମୃତ

ଆମେରିକାର ଓ୍ଵାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଜଣେ ଶିଶୁ ମୃତ ସହିତ ୨ ଅନ୍ୟ ନାଗରିକ ଏବଂ ଜଣେ ପୋଲିସ…

ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଫାୟାରିଂ, ମହିଳାଙ୍କୁ ଗୁଳିମାରି ଶେଷରେ ଜୀବନ ହାରିଲେ ପୋଲିସ ବାବୁ

ନୂଆଦିଲ୍ଲୀ : କୋଲକତାରେ ଥିବା ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ କର୍ମୀ ମୋଟର ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହାସହ ଉକ୍ତ ପୋଲିସ କର୍ମୀଙ୍କ ଗୁଳିରେ ଅନ୍ୟ କେତେ…

ପୁରୀ ଗୁଳିକାଣ୍ଡ ଓ ଛୁରାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ: ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତାକୁ ନେଇ ହତ୍ୟା…

ପୁରୀ(କେନ୍ୟୁଜ୍‌): ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ ହୋଇଛି। ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ରଙ୍କୁ ହତ୍ୟା ପଛରେ ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତା ବୋଲି ସନ୍ଦେହ…

ଟେକ୍ସାସରେ ଛାତିଥରା ଘଟଣା: ସ୍କୁଲ୍ ଭିତରେ ପଶି ୧୮ ବର୍ଷୀୟ ଯୁବକର ଆଖି ବୁଜା ଗୁଳିମାଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକାରେ ଟେକ୍ସାସରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ଗୁଳିମାଡରେ ୧୮ ଜଣ ଛାତ୍ରଛାତ୍ରୀ ମୃତ । ଜଣେ ୧୮ ବର୍ଷୀୟ ଯୁବକ ଟେକ୍ସାସର ରୋବ ଆଲିମେଣ୍ଟରୀ ସ୍କୁଲରେ ପଶି ଆଖି ବୁଜାଗୁଳି ମାଡ କରିଛି । ଏଥିରେ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ପୋଲିସର ପାଲଟା…

ରାଇରଙ୍ଗପୁର ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ: ଲୁଟି ନେଲେ ୨୦ଲକ୍ଷ ଟଙ୍କା, ଜଣେ ମୃତ

ରାଇରଙ୍ଗପୁର(କେନ୍ୟୁଜ୍‌): ଗୁଳି କରି ୨୦ ଲକ୍ଷ ଲୁଟ୍‌, ଜଣେ ମୃତ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଏହି ଗୁଳିକାଣ୍ଡ ହୋଇଛି। ସକାଳୁ ସାପ୍ତାହିକ ଗୋରୁ ହାଟ ଚାଲିଥିବାବେଳେ ୪ଜଣ ଦୁର୍ବୃତ୍ତ ଆସି ହତାଠ୍‌ ଜଣେ ଗୋରୁ ବେପାରୀଙ୍କ ଉପରେ…

ସିସିଟିଭିରେ କଏଦ ହେଲା ନୂଆପଡ଼ା ଫାୟାରିଂ ଦୃଶ୍ୟ, ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଗିରଫ

ନୂଆପଡା(କେନ୍ୟୁଜ୍): ସିସିଟିଭିରେ କଏଦ ଫାୟାରିଂ ଦୃଶ୍ୟ । ଗୁଳିକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଗିରଫ । ରାଜା ଛତିଶଗଡ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦେଭୋଗ ପୋଲିସ ଗିରଫ କରିଛି । ନୂଆପଡ଼ା ସିନାପାଲି ରାବଣ ଛକ ନିକଟରେ ଗାଡି ପାର୍କିଂକୁ ନେଇ ଗତକାଲି…

ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣା, ୧୧ ଗିରଫ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ ଘଟଣାରେ ୧୧ ଗିରଫ। ଯଶୀପୁର ପୋଲିସ ୧୧ଜଣଙ୍କୁ ଗିରଫ କରିବା ସହ ୪ ଚକିଆ ଗାଡ଼ି ୩ଟି ଓ ଗୋଟିଏ ଟ୍ରକ ଜବତ କରିଛି। ସେମାନଙ୍କ ଠାରୁ ବନ୍ଧୁକ ସହ ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଟୋଲ ଗେଟ ନିକଟରେ ଲାଗିଥିଲା CCTV…

ଭିଡ଼ ଭିତରେ କାର୍‌ ଉପରକୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଛାତି ଥରା ଦୃଶ୍ୟ, ଦେଖନ୍ତୁ…

ଦିଲ୍ଲୀ: ଦିଲ୍ଲୀର ସୁବାସ ନଗର ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ମଣ୍ଡି ୟୁନିୟନ୍‌ର ଚେୟାରମ୍ୟାନ୍‌ ଓ ତାଙ୍କ ଭାଇଙ୍କ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି। କେହି ଦୁର୍ବୃତ୍ତ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣା ପରଠାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ହରିନଗର…

କେତେ ସୁରକ୍ଷିତ ଶିମିଳିପାଳ? ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର, ଉଦ୍ଧାର କରିବାକୁ ଲାଗିଗଲା ୧୨ଘଣ୍ଟା

ଉଦଳା(କେନ୍ୟୁଜ୍) : ଶିମିଳିପାଳରେ ଚାଲିଛି ଅଖଣ୍ଡ ଶିକାର । ଶିକାରୀମାନେ ରୀତିମତ ଶିକାର ଚଳାଇଛନ୍ତି । ଯାହାର ଏକ ସାଂଘାତିକ ଚିତ୍ର ଏବେ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣ ବି ବୁଝିଯିବେ ଶିମିଳିପାଳ କେତେ ସୁରକ୍ଷିତ ଏବଂ କେମିତି ଚାଲିଛି ଶିକାର । ଗତକାଲି ଡୁକୁରା ରେଞ୍ଜ ଭଞ୍ଜବସା…

ପୋଖରୀ ଖୋଳାକୁ ନେଇ ଗଡିଲା ମୁଣ୍ଡ: ଘର ବାରଣ୍ଡାରେ ବସିଥିବାବେଳେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ମାଡ

ଢେଙ୍କାନାଳ(କେନ୍ୟୁଜ୍): ପୋଖରୀ ଖୋଳାକୁ କେନ୍ଦ୍ରକରି ଗୁଳିମାଡ଼। ଢେଙ୍କାନାଳ ସଦର ଥାନା କନ୍ଧପାଳ ଗାଁରେ ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଦଳେଇ ନାୟକ। ତାଙ୍କୁ ୫୬ ବର୍ଷ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। କିଛି ଦିନ ହେଲା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ଯାହାର…

ଡ୍ରେନ୍ କାର୍ଯ୍ୟକୁ ନେଇ ବଚସା ପରେ ଗୁଳି ମାରି ହତ୍ୟା, ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ବାଲେଶ୍ୱର(କେନ୍ୟୁଜ): ଗୁଳିକାଣ୍ଡରେ ଯୁବକ ମୃତ । ଡ୍ରେନ କାର୍ଯ୍ୟକୁ ନେଇ ବଚସା ପରେ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ସହର ଟାଉନ୍‌ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ କୁଡ଼ିଆ ଅଞ୍ଚଳର ରାଜେଶ ପଣ୍ଡା । ଏକ ଠିକା ସଂସ୍ଥାରେ ସେ…

ରାଜନୈତିକ କାରଣ ନା ଆଉ କିଛି? ନବନିର୍ବାଚିତ ସମିତି ସଭ୍ୟାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସି ସ୍ୱାମୀଙ୍କୁ ଗୁଳି କରି…

କଣ୍ଟାବାଞ୍ଝି(କେନ୍ୟୁଜ): ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା। ଗୁଳି ମାଡ଼ରେ ଚାଲିଗଲା ଜଣେ ସମିତି ସଭ୍ୟାଙ୍କ ସ୍ୱାମୀଙ୍କ ଜୀବନ । ବଲାଙ୍ଗିର ବେଳପଡା ବ୍ଲକ ବାଗଡୋର ପଞ୍ଚାୟତରେ ଘଟିଛି ଏହି ଦୁଃଖଦ ଘଟଣା । ସମିତି ସଭ୍ୟା ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କ ମୃତ୍ୟ ହୋଇଛି । ଏହି…