Below header

ପଞ୍ଜାବ କିଙ୍ଗସର ରେକର୍ଡ ବିଜୟ, ନାଇଟ ରାଇଡର୍ସକୁ ୮ ୱିକେଟରେ ହରାଇଲା

ପଞ୍ଜାବ କିଙ୍ଗସର ରେକର୍ଡ ବିଜୟ । ୧୨୦ ବଲରେ ୨୬୨ ରନ୍ । ଇଡେନ ଗାର୍ଡେନରେ ଅସଲ ଶକ୍ତି ପ୍ରଦର୍ଶନ କରିଥିଲା ପଞ୍ଜବ କିଙ୍ଗସ । ୮ଟି ବଲ ବାକି ଥାଇ ଦଳ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ନାଇଟ ରାଇଡର୍ସ ୬ ୱିକେଟ ବିନିମୟରେ ୨୬୧ ରନ୍ ସଂଗ୍ରହ କରିଥିଲା ।

(କେନ୍ୟୁଜ): ପଞ୍ଜାବ କିଙ୍ଗସର ରେକର୍ଡ ବିଜୟ । ୧୨୦ ବଲରେ ୨୬୨ ରନ୍ । ଇଡେନ ଗାର୍ଡେନରେ ଅସଲ ଶକ୍ତି ପ୍ରଦର୍ଶନ କରିଥିଲା ପଞ୍ଜବ କିଙ୍ଗସ । ୮ଟି ବଲ ବାକି ଥାଇ ଦଳ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ନାଇଟ ରାଇଡର୍ସ ୬ ୱିକେଟ ବିନିମୟରେ ୨୬୧ ରନ୍ ସଂଗ୍ରହ କରିଥିଲା । ଜବାବରେ ପଞ୍ଜାବ କିଙ୍ଗସ ୧୮.୪ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା ।

ପୂର୍ବ ୪ଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ହାତ ପାହାନ୍ତାରୁ ବିଜୟ ହାତଛଡ଼ା ହୋିତିଲା । ମାତ୍ର ଗତକାଲି ସବୁ ରେକର୍ଡ ଭଙ୍ଗ ହୋଇଥିଲା । ଜନି ବେୟାରଷ୍ଟୋ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ । ଯୁବ ଓପନର ପ୍ରଭସିମରନ ସିଂହ ମାତ୍ର ୨୦ଟି ବଲରୁ ୪ଟି ଚୌକା ଓ ୫ଟି ଛକା ବଳରେ ୫୪ ରନ୍ ସଂଗ୍ରହ କରିଥିଲେ । ସେହିପରି ଶଶାଙ୍କ ୨୮ଟି ବଲରୁ ଅପରାଜିତ ୬୮ ରନ୍ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.