ପୋଷା କୁକୁରକୁ ନିଶା ଦେଇ ଘରୁ ଲୁଟ କଲେ ଦୁର୍ବୃତ୍ତ, ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ପୋଷା କୁକୁରକୁ ନିଶା ଦେଇ ଘରୁ ଲୁଟ କରିଲେ ଦୁର୍ବୃତ୍ତ l କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ଦଧିପୁର ଗ୍ରାମର ଅମୀୟ ପ୍ରଧାନଙ୍କ ଘରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ ହୋଇଛି l

ମହାକାଳପଡା : ପୋଷା କୁକୁରକୁ ନିଶା ଦେଇ ଘରୁ ଲୁଟ କରିଲେ ଦୁର୍ବୃତ୍ତ l କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ଦଧିପୁର ଗ୍ରାମର ଅମୀୟ ପ୍ରଧାନଙ୍କ ଘରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ ହୋଇଛି l ଘରେ ରହୁଥିବା ଏକ ପୋଷା କୁକୁରକୁ ନିଶା ଦେଇ ଦୁର୍ବୁତ୍ତମାନେ କବାଟ ତାଡି ଘରେ ଥିବା ସମସ୍ତ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି କରି ନେଇ ଯାଇଛନ୍ତି l ଘଟଣାସ୍ଥଳରେ ମହାକାଳପଡା ପୋଲିସ ତଦନ୍ତ ଜାରି ରଖିଛି l