ସେନା କର୍ମଚାରୀଙ୍କ ଘରେ ଲୁଟ୍, କୁକୁରକୁ ଧରି ଖୋଜାଖୋଜି କରୁଛି ପୋଲିସ
ମାଣ ବସାଇବା ପାଇଁ ଗାଁ ଘରକୁ ଯାଇଥିଲେ ପରିବାରର ସମସ୍ତ ସଦସ୍ୟ । ଆଉ ସବୁ କାମ ସରିବା ପରେ ଘରୁ ପଳାଇଥିଲେ ସବୁ । ଘର ପୂରା ଖାଲି ଥିଲା । ଆଉ କେହି ନଥିବାର ସୁଯୋଗ ନେଇ ଘରେ ପଶିଲେ ଚୋର । ଘରେ ଯାହା ଥିଲା ସବୁ ନେଇ ଛୁ ମାରିଲେ । ସକାଳୁ ପଡ଼ୋଶୀ ଦେଖନ୍ତି ତ ଘର କବାଟ ଭଙ୍ଗା ହୋଇ ପଡ଼ିଛି ।…