ପୋଲିସର ଚେକିଂ ବେଳେ ୧୩ ଲକ୍ଷ ଟଙ୍କା ଜବତ୍

ବଡ଼ବିଲ ପୋଲିସର ଚେକିଂ ବେଳେ ସାଧୁ ସିଂ ହଟିଂ ଛକ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ୍ ।

ଯୋଡ଼ା :  ବଡ଼ବିଲ ପୋଲିସର ଚେକିଂ ବେଳେ ସାଧୁ ସିଂ ହଟିଂ ଛକ ନିକଟରୁ ୧୩ ଲକ୍ଷ ଟଙ୍କା ଜବତ୍ । ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ୍ । ଦୁଇଟି ପୃଥକ୍ ଟ୍ରାନ୍ସପୋର୍ଟ ସଂସ୍ଥାର ଟଙ୍କା ବୋଲି ପୋଲିସର ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.