୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଜେଲ୍ ଗଲେ ୩ ଅଭିଯୁକ୍ତ, ୧୮ ତାରିଖରେ ଜାମିନ ଆବେଦନର ହେବ ଶୁଣାଣି
ଭୁବନେଶ୍ୱର : ଦାମୀ କାରରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଜେଲ୍ ଗଲେ ୩ ଅଭିଯୁକ୍ତ । ସିବିଆଇ ସ୍ବତନ୍ତ୍ର କୋର୍ଟରେ ଜାମିନ ପାଇଁ କଲେ ଆବେଦନ । ୧୮ ତାରିଖରେ ଜାମିନ ଆବେଦନର ହେବ ଶୁଣାଣି । ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ସ୍ବତନ୍ତ୍ର କୋର୍ଟରେ ହାଜର ପରେ ଜେଲ୍ ପଠାଇଲେ…