ବିରୂପା ନଦୀରେ କାର ପଶିବା ଘଟଣା, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ବିରୂପା ନଦୀରେ ପଶିବା କାର । କାର ମଧ୍ୟରେ ଫସିଛନ୍ତି ଜଣେ ବ୍ୟକ୍ତି । ଘଣ୍ଟାଏ ଧରି ପାଣି ଭିତରେ ରହିଛି କାର । ଅନ୍ୟ ଜଣେ ଯୁବକ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବଡ଼ ଅଘଟଣା ଘଟିଛି କଟକ ଜଗତପୁର ନୁଆସାହି ବସ୍ତି ପାଖରେ । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଓ ଚୌଦ୍ଵାର ଅଗ୍ନିଶମ ବିଭାଗ…

ଦିଲ୍ଲୀ MCD ନିର୍ବାଚନ ଫଳାଫଳ: ୨ଟି ଆସନରେ ହାରିଲା ବିଜେପି, ବାଜିମାତ କଲା କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ(MCD)ର ୧୨ ଟି ୱାର୍ଡର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଯେଉଁଥିରେ ଭାରତୀୟ ଜନତା ପାର୍ଟି(BJP) ୭ଟି ଏବଂ ଆମ୍ ଆଦାନୀ ପାର୍ଟି(AAP) ୩ଟି ସିଟ୍ ହାସଲ କରିବାରେ ସଫଳ ହୋଇଛି । କଂଗ୍ରେସ ମଧ୍ୟ ସଙ୍ଗମ ବିହାର-A ଆସନରେ ବିଜୟୀ ହୋଇଛି । ନଭେମ୍ବର ୩୦ରେ…

ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା, ବାକ୍ ସଂଯମତା ହରାଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦେଇଥିଲେ ଧମକ

ନବରଙ୍ଗପୁର : ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟାରିଂ କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ସମ୍ମୁଖରେ…

ବିଦ୍ୟୁତ୍ ଗ୍ରାହକଙ୍କ ଠାରୁ ଅଧିକ ୩୬ ପଇସା ନିଆଯିବା କଥାକୁ ଡିସ୍କମର ଖଣ୍ଡନ

ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍ ଗ୍ରାହକଙ୍କ ପିଛା ୩୬ ଇସା ଅଧିକ ନିଆଯିବା ଘଟଣାକୁ ଏକ ଭୁଲ ବୁଝାମଣା ଓ ବିଭ୍ରାନ୍ତିକର ଖବର ବୋଲିସ୍ କହିଛି ଡିସ୍କମ୍ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଜ (ଓଇଆରସି) ଦ୍ବାରା ଅନୁମୋଦିତ ଏବଂ ଅଧିସୂଚୀତ ହୋଇଥିବା ଦର ଅନୁସାରେ ଶୁଳ୍କ ଆଦାୟ ହେଉଛି ବୋଲି…

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣୀକୁ ବିରୋଧ, ରାଧାରାଣୀଙ୍କ ଅଭିଶାପ ନେଇ ଭୁଲ ଅଵଧାରଣା

ପୁରୀ: ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ବିବାଦ ।  ବଭିନ୍ନ ମହଲରେ ଅସନ୍ତୋଷ ଏବଂ ବିରୋଧ ।  ଶ୍ରୀମନ୍ଦିର ପ୍ରସଙ୍ଗରେ ଶୁଭଙ୍କର ସୋସିଆଲ ମିଡିଆରେ ଟିପ୍ପଣୀ ଦେଇଛନ୍ତି ।  ଶୁଭଙ୍କର କହିଛନ୍ତି, ବିବାହ ପୂର୍ବରୁ ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ…

ଆରେ ଭାଇ… ଜମି ତ ଜମି ଇଏ ତ ସମୁଦ୍ର ବିକି ଦେଲେଣି ? ଭିତରକନିକା ନିକଟରେ ସମୁଦ୍ର କିଣିଛନ୍ତି ରାଜ୍ୟ ବାହାର କମ୍ପାନୀ

ରାଜନଗର: ବିକ୍ରି ହେଉଛି ସମୁଦ୍ର । ସରକାରୀ ସ୍ତରରେ ଦଲିଲ କରି ଜଙ୍ଗଲ ଓ ସମୁଦ୍ରକୁ ରାଜ୍ୟ ବାହାର କମ୍ପାନୀ ହାତରେ ଟେକି ଦିଆଯାଉଛି । ରାଜ୍ୟର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟର ଭବିଷ୍ୟତକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ସମୁଦ୍ରକୁ କିଣା ବିକା କରାଯାଉଛି…

ପରାଜୟ ପାଇଁ ନିଜକୁ ଦାୟୀ କଲେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, କହିଲେ ଭାଗ୍ୟ ନିର୍ଦ୍ଧାରଣ କରିବ ବିସିସିଆଇ

ଗୁଆହାଟୀ : ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ୪୦୮ ରନରେ ପରାଜୟ । ଟେଷ୍ଟ ଇତିହାସରେ ଭାରତର ଏହା ରନ୍ ବ୍ୟବଧାନରେ ସବୁଠାରୁ ବଡ଼ ପରାଜୟ ଘଟିଛି । ସବୁ ମହଲରୁ ଭାରତୀୟ ଦଳକୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । ତେବେ ଲଗାତର ଦୁଇଟି ଟେଷ୍ଟ ଓ ଦୁଇଟି ଟେଷ୍ଟ ସିରିଜ୍ ହାରିଥିବା ଟିମ୍…

ଟି-୨୦ ବିଶ୍ବକପ୍-୨୦୨୬ର ଚୂଡ଼ାନ୍ତ କ୍ରୀଡ଼ା ସୂଚୀ ଘୋଷଣା, ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରୀ ୧୫ରେ

ଭାରତ ଓ ଶ୍ରୀଲଙ୍କା ଦ୍ବାରା ମିଳିତ ଭାବେ ଆୟୋଜିତ ହେଉଥିବା ଟି-୨୦ ବିଶ୍ବକପ୍-୨୦୨୬ର ଚୂଡ଼ାନ୍ତ କ୍ରୀଡ଼ା ସୂଚୀ ଘୋଷଣା ହୋଇଛି । ଆଗାମୀ ଫେବ୍ରୁଆରୀ ୭ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ହେବ । ଭାରତ-ପାକିସ୍ତାନ ମ୍ୟାଚ୍…

ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ପୋଦିନା ଚା, ଚୁଟକିରେ ଗାଏବ ହେବ ଅନେକ ସମସ୍ୟା

ଗାଁ ହେଉ ଅବା ସହର ସବୁଠି ସମସ୍ତେ ଚା’ ପିଇବାକୁ ଖୁବ୍ ଭଲ ପାଇଥାନ୍ତି । ଚା’ ପିଇଦେଲେ ଫ୍ରେସ୍ ଅନୁଭବ ହୋଇଥାଏ । ଅନେକ ଚା ପ୍ରେମୀ ଥିବାବେଳେ  ଅଧିକାଂଶ ଲୋକଙ୍କୁ ଚା ବିଲକୁଲ ପସନ୍ଦ ହୋଇନଥାଏ । ଗଳି ଗଳିରେ ଚା’ ଷ୍ଟଲ ନିଶ୍ଚନ୍ତ ଦେଖିବାକୁ ମିଳିଥାଏ । ବିଶେଷ କରି ସକାଳ ସମୟରେ ଚା’ ଷ୍ଟଲରେ…

କାଜୁ ଖାଇବାର ଜବରଦସ୍ତ ଫାଇଦା, ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ପକାଏ ଏହି ସବୁ ପ୍ରଭାବ

ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । କାହିଁକିନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସମୟ ବଦଳିବା ସହିତ ମଣିଷମାନେ ମଧ୍ୟ ପରିବର୍ତ୍ତନ ହୋଇଛନ୍ତି । ଖାଇବା ପିଇବାକୁ ନେଇ ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । ଅଧିକାଂଶ ଲୋକେ ଏବେ ସକାଳୁ ସକାଳୁ ଡ୍ରାଏଫ୍ରୁଟସ୍ ଖାଉଛନ୍ତି ।…

ଆଜିର ରାଶିଫଳ, ଜାଣନ୍ତୁ କିପରି କଟିବ ଦିନ

ମେଷ: ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା ବାତିଲ କରିଦେବେ । କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବା ପାଇଁ ବିଚାର କରିବେ । ପରିବାରର ବିଶେଷ ମାମଲାରେ ଅଣଦେଖା କରନ୍ତୁ ନାହିଁ । ବୃଷ: ଲୋକମାନଙ୍କ ପ୍ରତି ଆପଣଙ୍କର ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ସମାଜ…

ଦୀର୍ଘତମ ସମୟ ଧରି ଦାୟିତ୍ୱ ତୁଲାଇଥିବା ମୁଖ୍ୟମନ୍ତ୍ରୀ ତାଲିକାର ଅଷ୍ଟମ ସ୍ଥାନରେ ନୀତୀଶ, ପ୍ରଥମ ଓ ଦ୍ବିତୀୟରେ ପବନ…

() ଦିନେ ୭ ଦିନରୁ ଆରମ୍ଭ ହୋଇଥିଲା ନୀତୀଶଙ୍କ ମୁଖ୍ୟମନ୍ତ୍ରୀ ଭାବେ ଯାତ୍ରା। ଯାହା ୭ହଜାରରୁ ଅଧିକ ଦିନ ହୋଇଗଲା। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର। ୨୫ ବର୍ଷ ବିତିଗଲା। ଏହାରି ଭିତରେ ନୀତୀଶ କୁମାର ବିହାରରେ ମୋଟ ଭାବେ ୧୯ ବର୍ଷରୁ ଅଧିକ…