ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଠିକାଦାର ଗିରଫ

ନାରାୟଣପାଟଣା(କେନ୍ୟୁଜ୍): ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଠିକାଦାର ଗିରଫ । ତାଙ୍କ ନାଁ ମୁରଲୀ କ୍ରିଷ୍ଣା। ନାରାୟଣପାଟଣା ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ କରୁଥିବା ଦୁଇଜଣ ଠିକାଦାରଙ୍କଠାରୁ ମୁରଲୀ ନକ୍ସଲଙ୍କ ନାଁରେ ୩୦ ଲକ୍ଷ ଚାନ୍ଦା ମାଗିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ସମାନ ଅଭିଯୋଗରେ ମୁରଲୀକୁ ଗିରଫ କରିଥିଲା ପୋଲିସ୍।

You might also like