ଦ୍ଵିତୀୟ ବିବାହ ବେଳେ କୋର୍ଟ ପରିସରରେ ସ୍ୱାମୀକୁ ଧରିଲା ପ୍ରଥମ ସ୍ତ୍ରୀ,କୋର୍ଟରୁ ସିଧା ଗଲେ ଥାନାକୁ
କେନ୍ଦ୍ରାପଡ଼ା : ଦ୍ବିତୀୟ ବିବାହ ପାଇଁ ଆସିଥିଲେ। କୋର୍ଟରୁ ସିଧା ଥାନାକୁ ଗଲେ । କୋର୍ଟ ପରିସରରେ ହାଇଡ୍ରାମା। ସ୍ବାମୀ ସ୍ତ୍ରୀ ଟଣା ଓଟରା । ଦ୍ଵିତୀୟ ବିବାହ ବେଳେ କୋର୍ଟ ପରିସରରେ ସ୍ୱାମୀକୁ ଧରିଲା ପ୍ରଥମ ସ୍ତ୍ରୀ। ଘୋଷାଡି ଘୋଷାଡି ନେଇ ଥାନାରେ ଜିମା ଦେଲେ।
କେନ୍ଦ୍ରାପଡ଼ା…