ଦୁଇଟି ପ୍ରମୁଖ କୃଷି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ,୧୦୦ଟି ଜିଲ୍ଲାରେ ବୃଦ୍ଧି ପାଇବ କୃଷି ଉତ୍ପାଦକ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  କୃଷି କ୍ଷେତ୍ରରେ ୩୫,୪୪୦ କୋଟି ଟଙ୍କା ବ୍ୟୟରେ ଦୁଇଟି ପ୍ରମୁଖ ଯୋଜନା, ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନର କରିଛନ୍ତି ଶୁଭାରମ୍ଭ । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମବାର୍ଷିକୀ…

ଚେନ୍ନାଇରେ ଅବତରଣ ପୂର୍ବରୁ ଭାଙ୍ଗିଲା ଇଣ୍ଡିଗୋ ବିମାନର ୱିଣ୍ଡସିଲ୍ଡ,ଚାଲିଛି ତଦନ୍ତ

ଚେନ୍ନାଇ: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ସହ ଘଟିଛି ଅଘଟଣ । ଭାଙ୍ଗିଯାଇଛି ଇଣ୍ଡିଗୋ ବିମାନର ୱିଣ୍ଡସିଲ୍ଡ । ଚେନ୍ନାଇରେ ଅବତରଣ କରିବା ସମୟରେ ମାଦୁରାଇରୁ ଆସିଥିବା ଏକ ଇଣ୍ଡିଗୋ ବିମାନର ଭାଙ୍ଗିଗଲା ୱିଣ୍ଡସିଲ୍ଡ । ସୁରକ୍ଷିତ ଭାବରେ ଯାତ୍ରୀଙ୍କୁ ବାହାର କରାଯାଇଛି । ଏହାପରେ…

ଭାରତର ପ୍ରଥମ ମାନସିକ ରାଷ୍ଟ୍ରଦୂତ ହେଲେ ଦୀପିକା, ସ୍ବାମୀ ରଣବୀର କହିଲେ” ମୁଁ ତୁମକୁ ନେଇ ଗର୍ବିତ “

ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍ ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ପ୍ରଥମ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ ନିଯୁକ୍ତି କରିଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ଜେପି…

କେନ୍ଦ୍ରୀୟ ଡେପୁଟେସନ ପାଇଁ ୩ ଆଇଏଏସ୍ ଙ୍କୁ ରିଲିଭ୍, ୫ ବର୍ଷ ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନୂଆ…

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନ ପାଇଁ ୩ ଆଇଏଏସ୍ ଙ୍କୁ ରିଲିଭ୍।  ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଓ ସ୍ବଧାଦେବ ସିଂଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ବରେ ଯୋଗଦେବା ପାଇଁ ରାଜ୍ୟ ସରକାର ରିଲିଭ୍ କରିଛନ୍ତି।  ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ରୀୟ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଏନ. ଥିରୁାମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର :  IAS ସ୍ତରରେ ବଡ଼ ଧରଣର ଅଦଳବଦଳ ।  ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ହେଲେ ଏନ.ଥିରୁମାଲା ନାଏକ ।  ମାନସୀ ନିମ୍ଭାଲଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମର ଏମଡି ଭାବେ ନିଯୁକ୍ତି ମିଳିଛି । ସେହିପରି ସୁରେନ୍ଦ୍ର କୁମାର ମୀନା ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ ବିଭାଗର…

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଅର୍ଥାତ୍‌ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍‌ର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ…

ଘୂର୍ଣ୍ଣିବଳୟ ପ୍ରଭାବରେ ଆହୁରି ଦୁଇ ଦିନ ଘଡ଼ଘଡ଼ି ବର୍ଷା, ଆସନ୍ତାକାଲି ବର୍ଷା ପବନ ଓ ବିଜୁଳି ଘଡ଼ଘଡ଼ି ପାଇଁ ଆଲର୍ଟ

ଭୁବନେଶ୍ୱର : ଆହୁରି ଦୁଇ ଦିନ ଘଡ଼ଘଡ଼ି ବର୍ଷା ।  ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି ।  ଉତ୍ତର ଆନ୍ଧ୍ର ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୯୦୦ ମିଟର ଉଚ୍ଚତାରେ ରହିଛି ଏକ ଘୂର୍ଣ୍ଣିବଳୟ। ସେହିପରି ଆଉ ଏକ…

ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ, ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟି ଓ…

ଭୁବନେଶ୍ୱର : ନୂଆଦିଲ୍ଲୀ ସ୍ଥିତ ଦକ୍ଷିଣ ଆଫ୍ରିକା ଉଚ୍ଚାୟୁକ୍ତର ପ୍ରଫେସର ଅନିଲ ସୁକଲାଲ କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି ।  ସେ କିଟ୍‍ର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଛନ୍ତି ।  ପରିଦର୍ଶନ ସମୟରେ କିସ୍‍ର ୪୦ ହଜାର…

ଆସନ୍ତାକାଲି ହେବ ମହାନଦୀ ଜଳ ବିବାଦ ଆଲୋଚନା, ଦିଲ୍ଲୀରେ ଭେଟିପାରନ୍ତି ଓଡ଼ିଶା ଏବଂ ଛତିଶଗଡ଼ର ଜଳ ସମ୍ପଦ ସଚିବ

ଭୁବନେଶ୍ୱର : ଆସନ୍ତାକାଲି ଦିଲ୍ଲୀରେ ହେବ ମହାନଦୀ ଜଳ ବିବାଦ ଆଲୋଚନା ।   ଆସନ୍ତାକାଲି ଦିଲ୍ଲୀରେ ଭେଟିପାରନ୍ତି ଓଡ଼ିଶା ଏବଂ ଛତିଶଗଡ଼ର ଜଳ ସମ୍ପଦ ସଚିବ ।   ଏନେଇ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ସଚିବ ଅନୁ ଗର୍ଗ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।  ଅଗଷ୍ଟ ୩୦ରେ ମହାନଦୀ ଜଳ…

ଭାରସାମ୍ଯ ହରାଇ ଗଛରେ ପିଟି ହେଲା ବାଇକ୍, ଜଣେ ମୃତ ୧ ଗୁରୁତର

ନୟାଗଡ଼ : ଗଛରେ ପିଟିହେଲା ବାଇକ୍ ।  ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଘଟଣାଟି ଘଟିଛି ଦର୍ପ ନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋଡିମଡା ନିକଟରେ । ମୃତକ ହେଲେ ଇଟାମାଟି ଥାନା ଆନନ୍ଦାପଲ୍ଲି ଗାଁର…

ଦିଲ୍ଲୀରୁ ଫେରିଲେ ବିରୋଧୀ ଦଳ ନେତା ନବୀନ, ଖୁବଶୀଘ୍ର ନୂଆପଡ଼ା ପାଇଁ ହୋଇପାରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଯାଇଥିଲେ ନବୀନ।  ଦିଲ୍ଲୀରେ ୩୨ ଦିନ ରହିବା ପରେ ଓଡ଼ିଶା ଫେରିଛନ୍ତି ।  ବିଭିନ୍ନ ସାମାଜିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଗସ୍ତରେ ଥିଲେ ନବୀନ। ତାଙ୍କୁ ସ୍ବାଗତ କଲେ ଦଳୀୟ…

ଜମ୍ମୁ କାଶ୍ମୀର ସୁରକ୍ଷା ସମୀକ୍ଷା କଲେ ଅମିତ, ଆତଙ୍କବାଦୀ ବିପଦ ବିରୋଧରେ ପ୍ରଦାନ କଲେ ପୂର୍ଣ୍ଣ ସ୍ୱାଧୀନତା

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ନିର୍ଦ୍ଦେଶକ…