Below header

ରାୟଗଡା: କରୋନା ସଂପର୍କିତ ଗୁଜବ ଖବର ଫେସବୁକ୍‌ରେ ପୋଷ୍ଟ କରି ଗିରଫ ହେଲେ ଯୁବକ

ରାୟଗଡା: କରୋନା ସଂପର୍କିତ ମିଛ ଖବର ପ୍ରଚାର କରି ଯୁବକ ଗିରଫ । ରାୟଗଡା ଜିଲ୍ଲାରେ ଜଣେ ଯୁବକ ଫେସବୁକ୍‌ରେ କରୋନା ମିଛ ଖବର ପୋଷ୍ଟ କରିଥିଲେ । ଗୁଜବ ଖବର ପ୍ରଚାର ଅଭିଯୋଗରେ ବାଲିଗୁଡା ନୂଆସାହିର ସତ୍ୟନାରାୟଣ ସାମଲକୁ ଗିରଫ କରିଛି ମୁନିଗୁଡ଼ା ପୋଲିସ । କାଶୀପୁର ବ୍ଲକର ଜଣେ କେରଳ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ନେଇ ସେ ପୋଷ୍ଟ କରିଥିଲେ । ଏହାକୁ ନେଇ ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.