ଇଶା ଅମ୍ବାନିଙ୍କ ପାର୍ଟିରେ ଷ୍ଟାରଙ୍କ ଜଲଓ୍ଵା, ଦେଖନ୍ତୁ ଭିଡିଓ

ଇଶା ଅମ୍ବାନି ଓ ଆନନ୍ଦ ପିରାମଲଙ୍କ ପ୍ରିୱେଡିଂ ସେଲିବ୍ରେସନ ପାର୍ଟିରେ ବଲିଉଡ ଷ୍ଟାରଙ୍କ ଜଲଓ୍ଵା। ଏହି ପାର୍ଟିରେ ଶାହାରୁଖ ଓ ଗୌରୀ ଖାନଙ୍କ ଡ୍ୟାନ୍ସ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଗୌରୀଙ୍କୁ କୌଣସ ଷ୍ଟେଜ ପରଫମାନ୍ସ କରୁଥିବା ଦେଖିବାକୁ ମିଳିଛି। ଷ୍ଟେଜରେ ଶାହାରୁଖଙ୍କୁ କଡା ଟକ୍କର ଦେଉଛନ୍ତି ଗୌରୀ। ଏହା ସହ ଅଭିଷେକ ବଚ୍ଚନ ଓ ଐଶଯ୍ୟା ରାୟ ବଚ୍ଚନ ମଧ୍ୟ ଖୁବ୍‌ ସୁନ୍ଦର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଗୁରୁ ଫିଲ୍ମର ଗୀତରେ ଉଭୟେ ଠୁମୁକା ଲଗାଉଛନ୍ତି। ଐଶଯ୍ୟା ପିଙ୍କ୍‌ ଲେହେଙ୍ଗା ଓ ଅଭିଷେକ ରେଡ କୁର୍ତ୍ତାରେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ଏହା ବ୍ୟତୀତ କରଣ ଜୌହରଙ୍କୁ ମଧ୍ୟ ଏହି ଫଙ୍କସନ୍‌ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.