Below header

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ସୁର୍‌ଜିତ୍‌ ଭଲ୍ଲାଙ୍କ ଇସ୍ତଫା

ନୂଆଦିଲ୍ଲୀ: ଡିସେମ୍ବର ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଥିବା କଥା ଖ୍ୟାତନାମା ଅର୍ଥନୀତିଜ୍ଞ ସ୍ତମ୍ଭକାର ସୁର୍ଜିତ୍ଭଲ୍ଲା କହିଛନ୍ତି। ନୀତି ସଂକ୍ରାନ୍ତରେ ସରକାରଙ୍କ ସହ ମାସେ ବ୍ୟାପି ଆଲୋଚନା କରିବା ପରେ ରିଜର୍ଭ ବ୍ୟାଙ୍କ୍ଗଭର୍ଣ୍ଣର୍ଉର୍ଜିତ୍ପଟେଲ ହଠାତ୍ଇସ୍ତଫା ଦେବା ପରଦିନ ଭଲ୍ଲା ଇସ୍ତଫା ଦେଇଥିବା କଥା କହିଛନ୍ତି। ଭଲ୍ଲା ଦିଲ୍ଲୀ ସ୍କୁଲ୍ଅଫ୍ଇକୋନମିକ୍ସ୍ରେ ଅଧ୍ୟାପନା କରିବା ସହ ବିଶ୍ୱ ଅର୍ଥନୀତି ଉପରେ ଜଗତୀକରଣ ଏବଂ ତାହାର ପ୍ରଭାବ ଉପରେ ଅନେକ ପୁସ୍ତକ ରଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.