Below header

ଗୋପାଳପୁର ନିର୍ବାଚନମଣ୍ଡଳୀରେ ପାଣ୍ଡିଆନଙ୍କ ରୋଡ ସୋ

ଗୋପାଳପୁରରେ ପାଣ୍ଡିଆନଙ୍କ ରୋଡ ସୋ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର । ରୋଡ଼ ସୋ'ରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ।

ବ୍ରହ୍ମପୁର : ଗୋପାଳପୁରରେ ପାଣ୍ଡିଆନଙ୍କ ରୋଡ ସୋ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର । ରୋଡ଼ ସୋ’ରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି । ଗୋପାଳପୁର ବସଷ୍ଟାଣ୍ଡ ଛକରୁ ବାହାରିଛି ବିରାଟ ଶୋଭାଯାତ୍ରା। ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ା ପର୍ଯ୍ୟନ୍ତ ରୋଡ ସୋ ଅନୁଷ୍ଠିତ ହେବ  । ରୋଡ ସୋରେ ବହୁ ଦଳୀୟ କର୍ମୀ ଓ ନେତା ମାନେ ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.