ଧ୍ବଂସଲୀଳା ରଚିଲା ବାତ୍ୟା ରେମାଲ, ୨ ଲୋକଙ୍କ ନେଲା ଜୀବନ

ପଶ୍ଚିମବଙ୍ଗରେ ଧ୍ବଂସଲୀଳା କରିଛି ବାତ୍ୟା ରେମାଲ । ପ୍ରବଳ ବର୍ଷାରେ ବୁଡ଼ିଛି ରାସ୍ତାଘାଟ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଅନେକ ସ୍ଥାରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି ଦେଇଛି । ଦୁଇ ଜଣ ଲୋକଙ୍କ ଜୀବନ ନେଇଛି ବାତ୍ୟା । ତେବେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଯାଇଛି ରୋମଲ ।

କୋଲକାତା ଏୟାରପୋର୍ଟରୁ ପୁଣି ବିମାନ ସେବା ଆରମ୍ଭ ହୋଇଛି । ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା ରେମାଲା । ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଥିଥିଲା । ପଶ୍ଚିମବଙ୍ଗରେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିଭଳି ଉପକୂଳବର୍ତ୍ତୀ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲଶ । ରେମାଲ ପ୍ରଭାବରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର ଓ ଅରୁଣାଚଳପ୍ରଦେଶରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ସତର୍କତା ଜାରି କରାଯାଇଛି ।

Leave A Reply

Your email address will not be published.