Browsing Tag

cyclone remal

ବାତ୍ୟା ‘ରେମାଲ୍‌’ ଆସାମରେ ରଚିଲା ଧ୍ୱଂସଲୀଳା: ଉପୁଡ଼ିଲା ଗଛ, ବିଦ୍ୟୁତ୍‌ ଖୁଣ୍ଟ; ୧ ମୃତ

ପଶ୍ଚିମବଙ୍ଗରେ ବାତ୍ୟା ‘ରେମାଲ୍‌’ର ପ୍ରଭାବରେ ଆସାମରେ ମଧ୍ୟ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ପ୍ରବଳ ବର୍ଷା ସହିତ ପବନ ଆସାମରେ ବିପର୍ଯ୍ୟୟ ସୃଷ୍ଟି କରିଛି । ଏଥିରେ ଜଣେ ୧୭ ବର୍ଷ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ନ୍ୟୁଜ୍…

ରେମାଲ ପ୍ରଭାବରେ ସୃଷ୍ଟି ହେଲା ଉଚ୍ଚ ଲହଡ଼ି, ଋଷିକୁଲ୍ୟାରେ ଖୋଲିଲା ଦ୍ୱିତୀୟ ମୁହାଁଣ

ଗଞ୍ଜାମ(କେନ୍ୟୁଜ): ରେମାଲ ଯୋଗୁ ଅଶାନ୍ତ ରହିଛି ସମୁଦ୍ର । ସାମୁଦ୍ରିକ ଝଡ଼ "ରେମାଲ" ପଶ୍ଚିମବଙ୍ଗ ଓ ବାଲାଂଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁଛି । ଫଳରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଉଚ୍ଚ ଲହଡ଼ି ସୃଷ୍ଟି ହୋଇଛି । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଖୁସି ଖବର । ଯାହାକୁ ନେଇ ଗଞ୍ଜାମ…

ଧ୍ବଂସଲୀଳା ରଚିଲା ବାତ୍ୟା ରେମାଲ, ୨ ଲୋକଙ୍କ ନେଲା ଜୀବନ

ପଶ୍ଚିମବଙ୍ଗରେ ଧ୍ବଂସଲୀଳା କରିଛି ବାତ୍ୟା ରେମାଲ । ପ୍ରବଳ ବର୍ଷାରେ ବୁଡ଼ିଛି ରାସ୍ତାଘାଟ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଅନେକ ସ୍ଥାରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି ଦେଇଛି । ଦୁଇ ଜଣ ଲୋକଙ୍କ ଜୀବନ ନେଇଛି ବାତ୍ୟା । ତେବେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଯାଇଛି ରୋମଲ ।…

ତାଣ୍ଡବ ରଚିଲା ବାତ୍ୟା ରେମାଲ: ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ତାଣ୍ଡବ ରଚିଲା ବାତ୍ୟା ରେମାଲ । ଏହାର ପ୍ରଭାବରେ ଓଡିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଚାନ୍ଦବାଲି, ପାରାଦ୍ୱୀପ, କଟକ, ଭୁବନେଶ୍ୱର, ପୁରୀ, ବାରିପଦା, କୋରାପୁଟ, ନୟାଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ବାତ୍ୟା ରେମାଲ : ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାଣ୍ଡବ, ଭାଙ୍ଗିଲା, ଉପାଡିଲା,ଉଡେଇଲା

ତାଣ୍ଡବ ରଚିଲା ବାତ୍ୟା ରେମାଲ । ଗତକାଲି ରାତି ୧୧ଟାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିଲା । ରେମାଲ ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳ ବର୍ଷା ସହ ପବନ ହୋଇଥିଲା । ଲ୍ୟାଣ୍ଡଫଲ ବେଳେ ପବନର ବେଗ…

ବାତ୍ୟା ରେମାଲ ପାଇଁ ଏୟାର୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ପଦକ୍ଷେପ, କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’ । ଯାହାର ପ୍ରଭାବ ସିଧା ପଶ୍ଚିମବଙ୍ଗ ଉପରେ ପଡ଼ିବ । ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଲକାତା ବିମାନ ବନ୍ଦର ପକ୍ଷରୁ ଆଜି ମଧ୍ୟରାତ୍ରରୁ ୯ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳକୁ…

ବାତ୍ୟା ‘ରେମାଲ’ ନେଇ ସମୀକ୍ଷା କଲେ SRC, ୪ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟା ‘ରେମାଲ' ନେଇ ସମୀକ୍ଷା କରିଛନ୍ତି SRC ।  ୪ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC ।  ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।  ବଙ୍ଗୋପସାଗରରେ ଭୟଙ୍କର…