Below header

ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ(କେନ୍ୟୁଜ୍) : ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ସେହିପରି ଟିକେଟ ଦର୍ଶନ ସମ୍ପର୍କରେ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ସେବାୟତ ନିଯୋଗ ଗୁଡିକର ମତ ନିଆଯାଇଛି । ତେବେ ଅନଲାଇନ ଟିକେଟ ବିକ୍ରି ସମ୍ପର୍କରେ ଆଲୋଚନା ଅସମାପ୍ତ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ଶ୍ରୀମନ୍ଦିର କେନ୍ଦ୍ରାଞ୍ଚଳ ଆଇଜି,ଜିଲ୍ଲାପାଳ, ପୁରୀ ଏସ୍‌ପି ଓ ସେବାୟତ ପ୍ରତିନିଧି ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.