Below header
Browsing Tag

pahili bhoga

ଆଜିଠୁ ଗୁଆଘିଅ ଖେଚୁଡିରେ ମହକିବ ଶ୍ରୀମନ୍ଦିର: ମକର ସଂକ୍ରାନ୍ତି ଯାଏ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ(କେନ୍ୟୁଜ୍): ଆଜି ଧନୁ ସଂକ୍ରାନ୍ତି । ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ଆଜି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି…

ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ(କେନ୍ୟୁଜ୍) : ଚୂଡ଼ାନ୍ତ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି । ସେହିପରି ଟିକେଟ ଦର୍ଶନ ସମ୍ପର୍କରେ ବୈଠକରେ ପ୍ରାରମ୍ଭିକ ଆଲୋଚନା କରାଯାଇଛି । ଏଥିପାଇଁ ସମ୍ପୃକ୍ତ ସେବାୟତ ନିଯୋଗ ଗୁଡିକର ମତ ନିଆଯାଇଛି । ତେବେ ଅନଲାଇନ ଟିକେଟ ବିକ୍ରି ସମ୍ପର୍କରେ ଆଲୋଚନା ଅସମାପ୍ତ…