ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି
ବାରିପଦା (କେନ୍ୟୁଜ): ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ । ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଘଟଣା । ଆଦିବାସୀ ହୋଷ୍ଟେଲ ଛାତ୍ରୀମାନେ ମଧ୍ୟାନ୍ନ ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଝାଡ଼ାବାନ୍ତି ହେବାରୁ ଜଣକ ପରେ ଜଣେ ୧୭ ଜଣ ଛାତ୍ରୀଙ୍କୁ…