ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଆହତ ବ୍ୟକ୍ତିଙ୍କୁ ନିଜେ ହସପିଟାଲ ନେଇଥିଲେ ସାଂସଦ । ଭୁବନେଶ୍ବରରୁ ରାଉରକେଲା ଯାଉଥିବାବେଳେ ରେକୁଳା ନିକଟରେ ସାଂସଦଙ୍କ ଗାଡିରେ ପିଟି ହୋଇଥିଲା ବାଇକ ।

କାମାକ୍ଷାନଗର (କେନ୍ୟୁଜ୍‌) : ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ କାମାକ୍ଷାନଗର ଥାନା ରେକୁଳା ନିକଟରେ ଦୁଘର୍ଟଣା ଘଟିଛି। ମୃତକ ହେଲେ ସର୍ବେଶ୍ବର ଚୌଧୁରୀ ।

ଭୁବନେଶ୍ବରରୁ ରାଉରକେଲା ଯାଉଥିବାବେଳେ ରେକୁଳା ନିକଟରେ ସାଂସଦଙ୍କ ଗାଡିରେ ପିଟି ହୋଇଥିଲା ବାଇକ । ଆହତ ବ୍ୟକ୍ତିଙ୍କୁ ନିଜେ ସାଂସଦ ଉଦ୍ଧାର କରି ମେଡିକାଲ ଆଣିଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.