Below header
Browsing Category

News

ଆଶ୍ରମ ସ୍କୁଲ ଛାତ୍ରୀଙ୍କ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଦୁଇ ଶିକ୍ଷକ ଗଲେ ଜେଲ

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜଣେ ୧୧ ବର୍ଷିୟା ଆଶ୍ରମ ସ୍କୁଲ ଯୌନ ନିର୍ଯାତନା ଘଟଣାରେ ଅଟକ ପ୍ରଧାନ ଶିକ୍ଷକ ସଚିନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ କୁନ୍ଦେଇ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ହାତଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା ପରେ…

ଇଂଲଣ୍ଡ ବିପକ୍ଷରେ ୩୩ ରନରେ ଜିତିଲା ଅଷ୍ଟ୍ରେଲିଆ

ଅହମଦାବାଦ: ଆଇସିସି ଦିନିକିଆ ବିଶ୍ବକପରରେ ଶନିବାର ଇଂଲଣ୍ଡକୁ ଅଷ୍ଟ୍ରେଲିଆ ୩୩ ରନ୍ରେ ପରାସ୍ତ କରିଛି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୨୮୭ ରନ୍ର ବ୍ୟାଟିଂ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୩ ରନ୍ରେ ଖେଳ ସମାପ୍ତ କରିଛି ।…

ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ମିଳିଲା ୧୧ ଜଣଙ୍କର ପରିଚୟ

ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ ଓ ପଲାସା ପାସେଞ୍ଜର ଟ୍ରେନର ଗାର୍ଡ । ବର୍ତ୍ତମାନ ସୁଦ୍ଧା ୧୧…

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ, ଜାଣନ୍ତୁ କେତେ ଅଛି ଦର

କେନ୍ୟୁଜ୍(ବ୍ୟୁରୋ): ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି ।…

୯ ଟି ବୁଲା କୁକୁରଙ୍କ ପ୍ରେମରେ ଛନ୍ଦି ହୋଇଛନ୍ତି ଏହି ମହିଳା, ଖାଦ୍ୟ ଦେବା ପାଇଁ କରୁଛନ୍ତି ସଂଘର୍ଷ

ଦୁନିଆର ସବୁଠୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର । ପ୍ରାଣୀ ଜଗତରେ ଆଜିର ଆଧୁନିକ ସମାଜର ମଣିଷ ମଣିଷ ସହିତ ବିଶ୍ୱାସ ଘାତକ କରିପାରେ, ଉପକାରକୁ ଭୁଲି ଯାଇ ପାରେ, କିନ୍ତୁ କୁକୁର ନୁହେଁ, l ତେବେ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ ଯିଏ ବୁଲା କୁକୁରଙ୍କ ପ୍ରେମରେ ପାଗଳ । ୯ ଟି…

ବାଲେଶ୍ବର: ରେମୁଣା ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ, ପାସେଞ୍ଜର ଅଛନ୍ତି ସୁରକ୍ଷିତ

ବାଲେଶ୍ବର(କେନ୍ୟୁଜ୍): ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ । ବାଲେଶ୍ବର ରେମୁଣା ବ୍ଲକ ଗୁଡୁଦା ପଞ୍ଚାୟତ ମାଦଳ ବାଜା ନିକଟରେ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ଵରରୁ ଯାତ୍ରୀଙ୍କୁ ନେଇ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍ । ପୋଲ ଉପରେ ବଡ଼…

ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫…

ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ, ଜଣେ ଯୁବକ ଗୁରୁତର

ବାଲେଶ୍ବର(କେନ୍ୟୁଜ୍):  ପାର୍ବଣ ପୂର୍ବରୁ ଅଶାନ୍ତ ବାଲେଶ୍ବର। ପୂର୍ବ ଶତ୍ରୁତାରୁ ସହଦେବ ଖୁଣ୍ଟା ଥାନା ଅଞ୍ଚଳର ଶୋଭାରାମପୁର ଗୁଳିକାଣ୍ଡ। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯୁବକଙ୍କ ନାଁ ବିନୟ…

ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ଜାଣନ୍ତୁ କେଉଁ ପକ୍ଷୀ ଦେଇଥାଏ ଏହି ଅଣ୍ଡା

ଅନେକ ଲୋକଙ୍କ ଜଳଖିଆ ଅଣ୍ଡାରୁ ଆରମ୍ଭ ହୋଇଥାଏ । ଆପଣମାନେ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ତ ନିଶ୍ଚୟ ଦେଖିଥିବେ । ଲାଲ ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା ମଧ୍ୟ କହିଥାନ୍ତି । କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା କଥା ଶୁଣି ଆପଣଙ୍କୁ ହୁଏତ…

ବିମାନ ଯାତ୍ରାବେଳେ ଲଗେଜ୍‌ ସହ ଯାତ୍ରୀଙ୍କ ଓଜନ ମାପିବ ଏହି ଏୟାରଲାଇନ୍ସ,, ଜାଣନ୍ତୁ କାହିଁକି ନିଆଯାଇଛି ଏଭଳି…

ବିମାନ ଯାତ୍ରା ଦ୍ୱାରା ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଛି । ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କର ଲଗେଜ୍‌ର ଓଜନ ଚେକ କରିଥିବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରରେ କିଛି ନୂଆ କଥା ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ଲଗେଜ୍‌ ଓଜନ ସହ ନିଜ ଓଜନ ବି…