Below header
Browsing Category

News

ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ଜାଣନ୍ତୁ କେଉଁ ପକ୍ଷୀ ଦେଇଥାଏ ଏହି ଅଣ୍ଡା

ଅନେକ ଲୋକଙ୍କ ଜଳଖିଆ ଅଣ୍ଡାରୁ ଆରମ୍ଭ ହୋଇଥାଏ । ଆପଣମାନେ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ତ ନିଶ୍ଚୟ ଦେଖିଥିବେ । ଲାଲ ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା ମଧ୍ୟ କହିଥାନ୍ତି । କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା କଥା ଶୁଣି ଆପଣଙ୍କୁ ହୁଏତ…

ବିମାନ ଯାତ୍ରାବେଳେ ଲଗେଜ୍‌ ସହ ଯାତ୍ରୀଙ୍କ ଓଜନ ମାପିବ ଏହି ଏୟାରଲାଇନ୍ସ,, ଜାଣନ୍ତୁ କାହିଁକି ନିଆଯାଇଛି ଏଭଳି…

ବିମାନ ଯାତ୍ରା ଦ୍ୱାରା ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଛି । ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କର ଲଗେଜ୍‌ର ଓଜନ ଚେକ କରିଥିବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରରେ କିଛି ନୂଆ କଥା ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ଲଗେଜ୍‌ ଓଜନ ସହ ନିଜ ଓଜନ ବି…

ଚନ୍ଦ୍ରଯାନ-୩ ସଫଳ ଅବତରଣ ଦେଖିଲେ କିସର ଛାତ୍ରଛାତ୍ରୀ, ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ହେଲା ପ୍ରକମ୍ପିତ

କେନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧାପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ…

ସେପ୍ଟେମ୍ବରରେ ମେଷ ରାଶିକୁ ଚଳିବେ ଦେବଗୁରୁ ବୃହସ୍ପତି, ରାଜଯୋଗ ହେତୁ ବଦଳିଯିବ ଏହି ୩ଟି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ ବା ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହାଛଡ଼ା ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ…

ବିପଦ ବଢ଼ାଉଛି ମାଂସଖିଆ ବ୍ୟାକ୍ଟେରିଆ, ଗଲାଣି ୩ ଜୀବନ

ବର୍ତ୍ତମାନ ମାଂସ ଖାଉଥିବା ବ୍ୟାକ୍ଟେରିଆ ଏକ ନୂଆ ବିପଦ ସୃଷ୍ଟି କରିଛିି । ଆମେରିକାରେ ଏହି କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଏହାର ମାମଲା ନ୍ୟୁୟର୍କ ଏବଂ କନେକ୍ଟିକଟରେ ଦେଖାଯାଇଛି। ଡିପାର୍ଟମେଣ୍ଟ ଅଫ ପବ୍ଲିକର ଯୋଗାଯୋଗ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ବଏଲେ କହିଛନ୍ତି…

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ: ୮ ଜଣଙ୍କ ମୃତ୍ୟୁ, ସାତ ଜଣ ଗୁରୁତର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କ ମୃତ୍ୟୁ। ସାତ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍ତା ବ୍ଲକରେ ବଜ୍ରପାତରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ବେଲଗାଁ, ପଣସାପଡ଼ା ଓ ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବଜ୍ରପାତ…

୨୧ ଦଫା ଦାବି ନେଇ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ, ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି । ୨୧ ଦଫା ଦାବି ନେଇ ରାଜରାସ୍ତାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାମ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା,…

୧୫ ଅଗଷ୍ଟରେ MoveOS 4 ଇଲେକ୍ଟ୍ରିକ୍‌ ସ୍କୁଟରରୁ ପରଦା ଉଠାଇବ Ola Electric, ଜାଣନ୍ତୁ କଣ ରହିଛି ଫିଚର

ଭାରତର ଓଲା ଇଲେକ୍ଟ୍ରିକ ଟୁ ହୁଇଲର ଇଭି ମାନ୍ୟୁଫେକଚୁରିଙ୍ଗ କମ୍ପାନୀ ଏହି ସ୍ୱାଧୀନତା ଦିବସରେ MoveOS 4 ନାମକ ଏକ ଲାଟେଷ୍ଟ ଅପଡେଟ ଆଣିବାକୁ ପ୍ରସ୍ତୁତ ହୋଇଛି । ୧୫ ଅଗଷ୍ଟରେ MoveOS 4 ରିଭିଲ ହେବ ବୋଲି ଓଲା ଇଲେକ୍ଟ୍ରିକ୍ କମ୍ପାନୀ ଘୋଷଣା କରିଛି । ଓଲା ଇଲେକ୍ଟ୍ରିକର ସିଇଓ ଭାବିଶ…

ପୁଣି କେନ୍ଦ୍ରାପଡ଼ାରେ ଫାୟାରିଂ, ଯୁବ ଠିକାଦାର ଗୁରୁତର

କେନ୍ଦ୍ରାପଡା(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ମଙ୍ଗଳାଛକରେ ଗୁଳିକାଣ୍ଡ ଘଟି ଶକ୍ତି ଚନ୍ଦନ ମହାନ୍ତି ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁଳି ତାଙ୍କର ପେଟରେ ବାଜିଛି । ଶକ୍ତି ଏକ ବାଇକ ଯୋଗେ ମଙ୍ଗଳାଛକ ନିକଟରେ ଯାଉଥିବା…

୨୪ ଘଣ୍ଟାରେ ପ୍ରବଳ ଅତି ପ୍ରବଳ ବର୍ଷା, ୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର…

5T ଉପକ୍ରମରେ ରୂପାନ୍ତରିତ ହେବ ନୟାଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ, ଦୁଇ ଦିନିଆ ଗ୍ରସ୍ତ କରି ସୂଚନା…

କେନ୍ୟୁଜ୍(ବ୍ୟୁରୋ):  5T ଉପକ୍ରମରେ ରୂପାନ୍ତରିତ ହେବ ନୟାଗଡ଼ ଜିଲ୍ଲାର ସମସ୍ତ ଯୁକ୍ତ ୩ ଓ ଯୁକ୍ତ ୨ କଲେଜ । ବିକଶିତ ହେବ ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ମନ୍ଦିର। ଦୁଇଦିନିଆ ନୟାଗଡ଼ ଗସ୍ତରେ ଯାଇ ବିକାଶର ନକ୍‌ସା ପ୍ରସ୍ତୁତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ରଣପୁରର…

ଆଜି ସାମନ୍ୟ ବଢିଛି ତେଲ ଦର, ନଜର ପକାନ୍ତୁ କେତେ ଅଛି ରେଟ୍

କେନ୍ୟୁଜ୍ (ବ୍ୟୁରୋ):  ଆଜି  ସାମନ୍ୟ ବଢିଛି ତେଲ ଦର। ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଅଳ୍ପ ବୃଦ୍ଧିପାଇ ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି…