ଗଛ ମୂଳେ ଶନି ଓଷା କଲା ବେଳେ ଅଘଟଣ,ବଜ୍ରପାତରେ ୮ ଜଣ ଗୁରୁତର

ଅନୁଗୋଳ ଵଲାସିଙ୍ଗା ବାଲିସାହିରେ ଅଘଟଣ |  ଗଛ ମୂଳେ ଶନି ଓଷା କରୁଥିବା ବେଳେ ବଜ୍ରପାତରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି |

ଅନୁଗୋଳ ଵଲାସିଙ୍ଗା ବାଲିସାହିରେ ଅଘଟଣ |  ଗଛ ମୂଳେ ଶନି ଓଷା କରୁଥିବା ବେଳେ ବଜ୍ରପାତରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି |  ୮  ଜଣଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତି କରାଯାଇଥିଲା |  ଅବସ୍ଥା ଗୁରୁତର ହେବାରୁ ୫ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି | ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିଲେ ବିଜେଡି ବିଧାୟିକା ପ୍ରାର୍ଥୀନୀ  |

Leave A Reply

Your email address will not be published.