Below header
Browsing Category

News

୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଲା ବିଜେପି, ଆନ୍ଧ୍ର ବିଜେପି ମୁଖ୍ୟ ହେଲେ ପୁରନ୍ଦେଶ୍ୱରୀ

ଆସନ୍ତା ନିର୍ବାଚନ ନେଇ ସରଗରମ ରହିଛି ସମସ୍ତ ରାଜ୍ୟ । ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ସଭାପତିଙ୍କୁ ବିଜେପି ବଦଳାଇଛି । ୪ ରାଜ୍ୟରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦେଇଛି ବିଜେପି । ପଞ୍ଜାବରେ ସୁନିଲ ଝାଖଡ଼ ନୂଆ ସଭାପତି ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ କିଶନ ରେଡ୍ଡି,…

ବେଆଇନ ମୋରମ ଉତ୍ତୋଳନ କରୁଥିବା ଅଭିଯୋଗ: ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ

ଯାଜପୁର (କେନ୍ୟୁଜ): ପୁଣି ଅଡ଼ୁଆରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହୁରା। ବେଆଇନ ଭାବେ ମୋରମ ଉତ୍ତୋଲନ କରୁଥିବା ଅଭିଯୋଗରେ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ। ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ତ ମାଣ୍ଡୁକା ପାହାଡ଼ର ଅଣ ଲିଜ…

ଘର କାନ୍ଥ ରେ ପିଟି ହେଲା ବାଇକ୍‌, ଦୁଇ ଆରୋହୀ ମୃତ

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ତିଲେଶ୍ୱର ଠାରେ ଘର କାନ୍ଥ ରେ ପିଟି ହେଲା ବାଇକ୍‌ । ଦୁଇ ବାଇକ୍‌ ଆରୋହୀ ମୃତ । ମୃତକ ହେଲେ ମଧୁସୂଦନ ପୂର୍‌ ଗ୍ରାମର ରମେଶ ଦଳବେହେରା ଓ ମାଣିକପୁର ଗ୍ରାମର ଗଣେଶ ପ୍ରଧାନ । ପୁରୁଣା କଟକ ରୁ ନିଜସ୍‌ ଗ୍ରାମକୁ ଫେରୁଥିବା ବେଳେ ତିଲେଶ୍ୱର୍‌ ଠାରେ ଘର କାନ୍ଥ ରେ…

ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ୧୨ଟା ପରେ ଓଲାଗି ନୀତି

ପୁରୀ(କେନ୍ୟୁଜ୍): ତିନି ରଥରେ ମହାବାହୁଙ୍କ ସୁନାବେଶ। ଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ଶ୍ରୀଜିଉ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୁଷିତ ହୋଇ ଦେଉଛନ୍ତି ଦର୍ଶନ। ପୁରୀ ବଡ଼ଦାଣ୍ଡରେ ବିରାଜମାନ ମହାପ୍ରଭୁ ସୁନାବେଶ ଦର୍ଶନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଏହି ବିରଳ ଓ ଦୁର୍ଲଭ ବେଶ…

ରଥ ଉପରୁ ଗୀତଗୋବିନ୍ଦ ଶୁଣିଲେ କାଳିଆ ଠାକୁର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ସେବାୟତ ମିଶିଗାଇଲେ ଭକ୍ତି ସଙ୍ଗୀତ

ପୁରୀ(କେନ୍ୟୁଜ୍):  ରଥଯାତ୍ରା ଇତିହାସରେ ଏକ ନୂଆ ଫର୍ଦ୍ଧ ଯୋଡ଼ି ହୋଇଛି। ଆଜି ବାହୁଡ଼ା ଯାତ୍ରାରେ ଶୀଘ୍ର ପହଣ୍ଡି ସହ ତିନି ରଥ ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲେ।ତିନି ରଥ ପହଞ୍ଚିବା ପରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜଗନ୍ନାଥ…

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଆଜି କରାଯିବ ବନକ ଲାଗି ନୀତି

ପୁରୀ(କେନ୍ୟୁଜ୍): ଆଜି ଅନବସରର ଶେଷ ଦିନ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଗତକାଲି ଅନବସରର ଚତୁର୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେହିଭଳି ଦତ୍ତ ମହାପାତ୍ର ଓ ଦଇତା ପତି ସେବାୟତଙ୍କ ଦ୍ୱାରା ଖଡ଼ି ମହାପ୍ରସାଦ ଶ୍ରୀନହରକୁ…

ତିନି ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମକୋପରୁ ମିଳିବନି ନିସ୍ତାର, ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିପାରେ

କେନ୍ୟୁଜ(ବ୍ୟୁରୋ): ଅସହ୍ୟ ତାତି । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । କଲବଲ କରୁଛି ଗ୍ରୀଷ୍ମକୋପ । ସକାଳ ୮ଟାରୁ ଟାଇଁ ଟାଇଁ ଖରା । ଦିନ ବଢ଼ିବା ସହ ତାପମାତ୍ରା ବଢୁଛି । ୧୦ଟା ପରେ ଅସହ୍ୟ ହୋଇ ପଡୁଛି । ସାଢ଼େ ୧୧ଟା ବେଳେକୁ ପାରଦ ଡେଉଁଛି ୪୦ ଡିଗ୍ରୀ । ଗତକାଲି ପଶ୍ଚିମ…

ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ, ଆଜି ଠାରୁ ନବମୀ ପର୍ଯ୍ୟନ୍ତ ଲାଗିହେବେ ଓଷ

କେନ୍ୟୁଜ୍(ବ୍ୟୁରୋ): ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ଅଣସର ତାଟି ଭିତରେ ଗୁପ୍ତ ଉପଚାର ଜାରି ରହିଛି। ଗତକାଲି ଫୁଲୁରୀ ତେଲ ପରେ ଆଜି ଷଷ୍ଠୀ ଦିବସରେ ମହାପ୍ରଭୂଙ୍କୁ ଓଷ ଲାଗିହେବ। ଆଜି…

କୁଆଡ଼େ ଗଲା କେନ୍ଦ୍ରାପଡ଼ାର ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ୍‌ ବିଭୁ ସାହୁ ? ତିନି ଦିନ ହେବ ମିଳୁନି ପତ୍ତା

କେନ୍ଦ୍ରାପଡ଼ା(କେନ୍ୟୁଜ୍): କୁଆଡ଼େ ଗଲା କେନ୍ଦ୍ରାପଡ଼ାର ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ୍‌ ବିଭୁ ସାହୁ ? ତିନି ଦିନ ହେବ ନିଖୋଜ । ଦୁଇ ଦିନ ତଳେ ଗାଁ ପାଖ ଜଳଦିଆଠାରେ ପୋଖରୀ କୂଳରେ ବସିଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମାର୍ଶାଘାଇ ଥାନାରେ ଏତଲା…

ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ତାତି । ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଅସହ୍ୟ ଗରମ ଓ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ। ସକାଳ ସାଢ଼େ ୮ଟାରୁ ଟାଇଁ ଟାଇଁ ଖରା। ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ତାପମାତ୍ରା ରହିଛି ୪୪.୨…