Below header

ବାଘ ଆତଙ୍କ : ଆକ୍ରମଣରେ ଜଣେ ମୃତ!

ବାଘ ଆକ୍ରମଣରେ ଜଣେ ମୃତ !। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ସାହେବୀ ଗାଁର ଓରାମ ପଡାରେ ବାଘ ଆତଙ୍କ। ମୃତକଙ୍କ ନାଁ ସାଦ ମୁଣ୍ଡା । ସାଦ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ରେଢାଖୋଲ (କେନ୍ୟୁଜ): ବାଘ ଆକ୍ରମଣରେ ଜଣେ ମୃତ !।  ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ସାହେବୀ ଗାଁର ଓରାମ ପଡାରେ ବାଘ ଆତଙ୍କ ।  ମୃତକଙ୍କ ନାଁ ସାଦ ମୁଣ୍ଡା ।  ସାଦ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ବାଘ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।  ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛନ୍ତି ।  ଗାଁ ଜଙ୍ଗଲରେ ବାଘ ଥିବା ଖବର ଜାଣିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.