Browsing Category

News

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିବା ପରେ ସ୍ୱାମୀ କରିଛି ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀ ପଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ କୈଣସି କଥାକୁ ନେଇ ସ୍ୱାମୀ କପୁର…

ଦେଶର ପ୍ରଥମ ମହିଳାଙ୍କୁ ଦୁର୍ବ୍ୟବହାର: ସେବାୟତଙ୍କ ବିରୋଧରେ ଅଭିଯୋଗ

ପୁରୀ: ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ବିରୋଧରେ ଅଭିଯୋଗ। ଦେଶର ପ୍ରଥମ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ହେବ କାର୍ୟ୍ୟାନୁଷ୍ଠାନ। ଦୁଇ ଜଣ ସେବାୟତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଗତ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଓ…

ରୋନାଲଡୋଙ୍କ ପେନାଲ୍ଟି ମିସ୍ ପରେ ମ୍ୟାଚ୍ ଡ୍ର :ପ୍ରି-କ୍ୱାର୍ଟରରେ ପର୍ତ୍ତୁଗାଲ

ନୂଆଦିଲ୍ଲୀ : ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ପେନାଲଟି ମିସ୍ କଲେ । ତେବେ ଇରାନ୍ ସହ ମ୍ୟାଚ୍ ୧-୧ ଗୋଲ୍ରେ ଡ୍ର ରଖି ଫିଫା ବିଶ୍ୱ କପ୍ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ପର୍ତ୍ତୁଗାଲ । ଗତକାଲିର ଶେଷ ମ୍ୟାଚ୍ରେ ଜିତିବା ପାଇଁ ପୂରା ଦମ୍ ଲଗାଇଥିଲେ ମଧ୍ୟ ଇରାନ୍କୁ ମାତ୍ ଦେଇ…

ଗଣ୍ଡଗୋଳ ଆଶଙ୍କାରେ ପାରାଦୀପ ଏସାର ଷ୍ଟିଲ ସାମ୍ନାରେ ୧୪୪ଧାରା ଜାରି

ପାରାଦୀପ: ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ପାରାଦୀପ ଏସାର ଷ୍ଟିଲ ସାମ୍ନାରେ ୧୪୪ଧାରା ଜାରି କରାଯାଇଛି। ଗୋଟିଏ ଶ୍ରମିକ ସଙ୍ଗଠନକୁ କମ୍ପାନୀ କର୍ତ୍ତୁପକ୍ଷ ସ୍ୱୀକୃତି ପ୍ରଦାନ କରିଥିଲେ ତେବେ ଅନ୍ୟ ଏକ ଶ୍ରମିକ ସଙ୍ଗଠନର ଆନ୍ଦୋଳନ ଡାକରା ଯୋଗୁଁ ବିବାଦ ଦେଖାଦେଇଥିଲା। ଏଣୁ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ  : ରାଉରକେଲା ଆଇଜିଏଚ୍‌କୁ…

ନୂଆଦିଲ୍ଲୀ : ଦେଶ ଡ଼ିଜିଟାଲ ହେବା ସହ ରାଜନୀତି ମଧ୍ୟ ଡ଼ିଜିଟାଲରେ କଥା କଟାକଟି ଚାଲିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆକ୍ଷେପ-ପ୍ରତିଆକ୍ଷେପ ଚାଲୁରହିଛି ।ରାହୁଲ ଟ୍ଵିଟ୍‌ କରି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀର…

୫ଟି ରାଜ୍ୟରେ ସ୍ଥିତି ମଜଭୁତ କରିବା ପାଇଁ ଏଆଇସିସିର ସ୍କ୍ରିନିଂ କମିଟି ଘୋଷଣା କଲେ ରାହୁଲ୍

ଭୁବନେଶ୍ବର : ରାଜ୍ୟରେ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ ଏଆଇସିସି ସ୍କ୍ରିନିଂ କମିଟି ଘୋଷଣା କରିଛି। ଓଡ଼ିଶା ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ରହିବେ ଭି.ଡି. ଶଥୀସନ। ଏ କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ଜିତନ ପ୍ରସାଦ ଓ ନୌସାଦ ସୋଲାଙ୍କି। ଓଡ଼ିଶା ସମେତ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ…

ଚଳନ୍ତା ବସ୍ ଉପରେ ପଡିଲା ୧୧ କେଭି ବିଜୁଳି ଖୁଣ୍ଟି : ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଖୋର୍ଦ୍ଧା : ଚଳନ୍ତା ବସ୍ ଉପରେ ପଡ଼ିଗଲା 11 କେଭିର ବିଜୁଳି ଖୁଣ୍ଟି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଘଟିଛି ଏହି ଘଟଣା। ବିଦ୍ୟୁତ ତାର ବସରେ ନଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । କ୍ରିଷ୍ଣା ନାମକ ଏହି ଘରୋଇ ବସ୍‌ଟି ପାରାଦୀପରୁ ବାଲିପଡ଼ା ଯାଉଥିଲା ବେଳେ ଏହି ଘଟଣା…

ମୟୁରଭଞ୍ଜ ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ମୟୁରଭଞ୍ଜ: ଆଜି ଠାରୁ ଆରମ୍ଭ ହେଉଛି ମ୍ୟାଟ୍ରିକ ସପ୍ଲିମେଣ୍ଟରୀ ପରୀକ୍ଷା । ମୟୁରଭଞ୍ଜ ଜିଲ୍ଲାର ୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ପ୍ରାୟ ୧୫୫୬ ଜଣ ପରିକ୍ଷାର୍ଥୀ । ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ହୋଇଛି ଜିଲ୍ଲା ସ୍ତରୀୟ ୨ଟି ସ୍କ୍ବାର୍ଡ । ବାରିପଦା ଠାରେ ୩ଟି ପରୀକ୍ଷା କେନ୍ଦ୍ର…

ତାତିରୁ ମିଳିବନି ନିସ୍ତାର: ଆହୁରି ୩-୪ଦିନ ପର୍ୟ୍ୟନ୍ତ ଜାରି ରହିବ ଖରା ଓ ଗୁଳୁଗୁଳି

ଆଜି ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ଆକାଶରୁ ଅଗ୍ନିବର୍ଷା ହେବା ସହ ମୌସୁମୀ ଦୁର୍ବଳ ହେବାରୁ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା କାଲି ପର୍ୟ୍ୟନ୍ତ ହିଟ୍ ୱେଭ ଆଲର୍ଟ ଜାରି କରିଛି ରାଜ୍ୟ ପାଣିପାଗ କେନ୍ଦ୍ର । ଉତ୍ତର ପୁର୍ବ ଦିଗରୁ ଆସୁଥିବା ଗରମ ପବନ ମୌସୁମୀ ବାୟୁକୁ ଦୁର୍ବଳ…

ହିନ୍ଦୁସ୍ତାନ ସୀମାରେ ପାକିସ୍ତାନ ପାରା : ଶରୀରରେ ରହିଛି ଉର୍ଦ୍ଦୁର ଲେଖା ଏବଂ ମୋବାଇଲ୍ ନମ୍ବର

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ସୀମାରେ ସୋମାବାର ଦିନ ପୁଲିସ୍ ଏକ ପାକିସ୍ତାନୀ ପାରାକୁ ଜେରା କରିଛି। ତେବେ ପାରାଟିର ଜାଞ୍ଚ କରାଯାଉଥିବା ବେଳେ ତାହାକୁ ପାକିସ୍ତାନୀ  ଜାସୁସ୍ ବୋଲି ଆଶଙ୍କା କରାଯାଉଛି। ସୀମାରେ ଉପସ୍ଥିତ ଅଧିକାରୀଙ୍କ ସୂଚନା ଅନୁଯାୟୀ , ପାରାଟିକୁ ଜୁନ୍ ୧୧ ତାରିଖ ଦିନ…