Browsing Category

News

ଟିକସଦାତାଙ୍କ ପାଇଁ ଖୁସି ଖବର : ବଢିଲା ଆୟକର ରିଟର୍ଣ୍ଣସର ଅବଧି

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣସ ଦାଖଲ ଅବଧିକୁ ଆଜି କେନ୍ଦ୍ର ସରକାର ଗୋଟେ ମାସ ବଢାଇ ଦେଇଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଟିକସ ଦେଉଥିବା ଲୋକ ମାନେ ଏବେ ଅଗଷ୍ଟ ୩୧ ତାରିଖ ମଧ୍ୟରେ ନିଜର ରିଟର୍ଣ୍ଣସ ଫାଇଲ୍ କରାଇପାରିବେ । ପୂର୍ବରୁ ଆୟକର ରିଟର୍ଣ୍ଣସ ଫାଇଲର ଶେଷ ତାରିଖ ଜୁଲାଇ ୩୧…

ଦେଶର କିଛି ମହାନ ବ୍ୟକ୍ତିତ୍ବ ! ଯେଉଁମାନଙ୍କୁ ଘୃଣା କରୁଥିବା ଲୋକ ଖୋଜିଲେ ବି ମିଳିବେନି ଆପଣଙ୍କୁ

‘‘କୁଛ୍ ତୋ ଲୋଗ୍ କହେ ଗେଁ, ଲୋଗୋ କା କାମ୍ ହୈ କେହ ନା’’ । ହିନ୍ଦି ସିନେମାର ଏହି ଲୋକପ୍ରିୟ ଗୀତଟି କିଏ ବା ନଶୁଣିଛି । ଯାହାର ଅର୍ଥ ହେଉଛି କିଛି ନା କିଛି ଲୋକ ମାନେ କହିବେ, କାରଣ ଲୋକଙ୍କ କାମ ହେଉଛି କହିବା ।  ଦୁନିଆରେ ଯେମିତି ବି ପ୍ରସିଦ୍ଧ ଲୋକ ଥାନ୍ତୁ ନା କାହିଁକି, ଯେତେ ଭଲ…

କାର୍ଗୀଲ ଇଣ୍ଡିଆ ତୈଳ କାରଖାନା ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କ ବିକ୍ଷୋଭ

ପାରାଦ୍ବୀପ: କାର୍ଗୀଲ ଇଣ୍ଡିଆ ତୈଳ କାରଖାନା ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ। ପରିବାର ଲୋକଙ୍କ ସହ ଧାରଣାରେ ବସିଛନ୍ତି ୧୫୨ ଜଣ ଛଟେଇ କର୍ମଚାରୀ। ଶ୍ରମିକମାନେ ମୁଖ୍ୟ ଫାଟକ ଅବରୋଧ କରିଛନ୍ତି। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ

ଭୁବନେଶ୍ୱର: ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଅନ୍ୟ ଦୁଇଟି ପ୍ରକଳ୍ପର ଉଦଘାଟନ କରିବା ସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଏମସି ଭବାନୀ ମଲର ପଞ୍ଚମ ମହଲାରେ ଭୁବନେଶ୍ୱର ଅପରେସନ୍ ସେଣ୍ଟର ରହିଛି।…

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୪ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଆଗାମୀ ୪ ଦିନ ପର୍ୟ୍ୟନ୍ତ ଏଭଳି ବର୍ଷା ଜାରି ରହିବ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ,ନୟାଗଡ଼, ଜଗତସିଂହପୁର ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ…

ମୟୂରଭଞ ଜିଲ୍ଲା କପ୍ତିପଦା ରେଂଜ ଅଧିନ ମାଟିଆଚୁଆ ଗ୍ରାମ ଜଙ୍ଗଲରେ ଏକ ହାତିର  ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଏବଂ ଘଟଣା ସ୍ଥଳରେ ବନବିଭାଗକୁ ଖବର ଦେଇଥିଲେ । ଏହା ପରେ ବନବିଭାଗ ଅଧିକାରି ମାନେ ଘଟଣା ସ୍ଥଳରେ ପଂହଚି ହାତି ଟିକୁ ଠାବ କରିବା ସହିତ…

ଦୁର୍ବଳ ହେଲା ଘୂର୍ଣ୍ଣିବଳୟ : ରାଜ୍ୟରେ ୨୪ ଘଣ୍ଟା ଟଳିଲା ବର୍ଷା

ଭୁବନେଶ୍ବର : ଆସନ୍ତାକାଲି ସଂଧ୍ୟାରୁ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିବାଗ ପକ୍ଷରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଥିବାରୁ ଉତ୍ତର ଓ ଉପୂକଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଏକ…

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ : ଭୁଶୁଡିଲା ଫୁଟ୍ ଓଭର ବ୍ରିଜ୍, ୫ ଆହତ

ମୁମ୍ବାଇ : ଅନ୍ଧେରୀ ଅଞ୍ଚଳରେ ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ୍‌ । ପ୍ରବଳ ବର୍ଷାରେ ହଠାତ୍‌ ଅନ୍ଧେରୀ ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ଏକ ଫୁଟ୍‌ ଓଭର ବ୍ରିଜ୍‌ର ସ୍ଲାବ୍‌ ଭାଙ୍ଗିଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ଧେରି…

ପୋଲିସ ଡିଜି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଏଣିକି ରାଜ୍ୟ ସରକାର ସିଧାସଳଖ ପୋଲିସ ଡିଜି ନିଯୁକ୍ତ କରିପାରିବେ ନାହିଁ। ଡିଜିପିଙ୍କ ନାଁ ସର୍ଟଲିଷ୍ଟ କରିବ ୟୁପିଏସସି। ପୋଲିସ ଡିଜି ଅବସର ନେବାର ତିନି ମାସ ପୂର୍ବରୁ ଏସଂପର୍କରେ ଯୁପିଏସସିକୁ ରାଜ୍ୟ ସରକାର ଜଣାଇବେ। ଏଥିସହ ଡିଜିପି ପଦବୀ ପାଇଁ କିଛି ବରିଷ୍ଠ ପୋଲିସ…

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭର ବ୍ରିଜ୍ ସ୍ଲାପ !

ମୁମ୍ବାଇ: ଅନ୍ଧେରୀ ଅଞ୍ଚଳରେ ସକାଳୁ ସକାଳୁ ଘଟିଛି ଦୁର୍ଘଟଣା। ହଠାତ୍ ଅନ୍ଧେରୀ ରେଲୱେ ଷ୍ଟେସନ ନିକଟରେ ଭାଙ୍ଗିଲା ଏକ ଫୁଟ୍ ଓଭର ବ୍ରିଜ ସ୍ଲାପ। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ଅନ୍ଧେରୀ ଦେଇ ଯାଉଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ଧେରୀରୁ ବିଲେପାର୍ଲେ…

ବେଲଜିୟମ୍ ଠାରୁ ଶେଷ ମିନିଟରେ ହାରିଲା ଜାପାନ

ନୂଆଦିଲ୍ଲୀ: ବେଲଜିୟମ୍ ଠାରୁ ଶେଷ ମିନିଟରେ ହାରିଲା ଜାପାନ। ଗତକାଲି ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମୁକାବିଲାରେ ଜାପାନ ୬୯ ମିନିଟ୍ ପର୍ୟ୍ୟନ୍ତ ୨-୦ରେ ଆଗୁଆ ରହିଥିଲା। ହେଲେ ବେଲଜିୟମ୍ ଶେଷ ମିନିଟ୍ ଗୋଲରେ ଜାପାନ ଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଫଳରେ ୩-୨ରେ ବିଜୟୀ ହୋଇ କ୍ୱାର୍ଟର…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିବା ପରେ ସ୍ୱାମୀ କରିଛି ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା କଲୋନୀ ପଡା ଗାଁରେ। ଗତକାଲି ବିଳମ୍ବିତ ରାତିରେ କୈଣସି କଥାକୁ ନେଇ ସ୍ୱାମୀ କପୁର…