Below header
Browsing Category

News

ନବରଙ୍ଗପୁରରେ ଆଂଠୁଏ ପାଣିରେ ହେଲା ପରେଡ୍‌

ନବରଙ୍ଗପୁର (କେନ୍ୟୁଜ୍‌) : ଲଘୁଚାପ ବର୍ଷା ସାରା ରାଜ୍ୟରେ ଆଜି ସ୍ୱାଧୀନତା ଦିବସ ପାଳନକୁ ଅନେକାଂଶରେ ଫିକା କରି ଦେଇଛି । ପାଣିପାଗ ବିଭାଗ ପୂର୍ବନୁମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ର ଛାତ୍ରୀଙ୍କୁ ସିନା ପରେଡ୍‌ କରିବାରୁ ବାରଣ କଲେ ହେଲେ ପୋଲିସ୍‌ବାଲା ଯିବେ କୁଆଡ଼େ । ସେମାନଙ୍କୁ…

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା

ଭୁବନେଶ୍ୱର (କେନ୍ୟୁଜ୍‌) : ବର୍ଷା ଭିଜା ସକାଳରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଛି । ଜାତୀୟ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆଜିଠାରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ…

ବିତିଲାଣି ୭୧ ବର୍ଷ, ଏବେ ବଦଳିବାର ସମୟ

ଭୁବନେଶ୍ୱର (କେନ୍ୟୁଜ୍‌) : ବଦଳୁଛି ସମୟ, ବଦଳୁଛି ସମାଜ । ତା ସହିତ ବଦଳି ଯାଉଛି ଲୋକ ଚରିତ୍ର । ହେଲେ ବଦଳୁନି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ ଆମର ଦେଶଭକ୍ତି ଓ ଜାତୀୟ ପତାକା ଉତ୍ତୋଳନ । ପୁଣି ଜାତୀୟ ସଂଗୀତ ଗାନ । ତେବେ ପତାକା ଉତ୍ତୋଳନ ବେଳେ ଯେଉଁ ମନୋଭାବ ନେଇ ଆମେ…

ଗାନ୍ଧୀଜୀଙ୍କ ଅହିଂସା ଅସ୍ତ୍ରର ଏବେବି ପ୍ରାସଙ୍ଗିକତା ଅଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ ହିଂସାର ସ୍ଥାନ ନାହିଁ । ଗାନ୍ଧୀଜୀ ଆମକୁ ଅହିଂସାର ଅସ୍ତ୍ର ପ୍ରଦାନ କରିଛନ୍ତି । ଯାହାର ପ୍ରାସଙ୍ଗିକତା ଏକବିଂଶ ଶତାବ୍ଦୀରେ ମଧ୍ୟ ରହିଛି । ୭୨ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଆହୁରି କହିଛନ୍ତି,…

ସ୍ବତନ୍ତ୍ର ଦିବସର ସ୍ବତନ୍ତ୍ର ରେସିପି : ତ୍ରିରଙ୍ଗା ସାଲାଡ୍

ସ୍ବତନ୍ତ୍ର ଦିବସ ଦିନ ଆପଣ ଅନେକ ଜିନିଷ ତିଆରି କରିପାରିବେ ତ’କାହିଁକିନା ତ୍ରିରଙ୍ଗା ସାଲାଡ୍ ତିଆରି କରାଯାଉ । ଏହା ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ ହେବା ସହିତ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ଖୁବ୍ ସହଜ ଏବଂ ଏହା କରିବା ପାଇଁ ଖୁବ୍ କମ୍ ସମୟ ଲାଗିଥାଏ । ଏହା ପୃଷ୍ଟିକର ମଧ୍ୟ ହୋଇଥାଏ ।…

ପାରିବାରିକ କଳହରୁ ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇଲା ମାଆ

ଆନନ୍ଦପୁର : ପାରିବାରିକ କଳହରୁ ଦୁଇ ଶିଶୁକନ୍ୟାଙ୍କୁ ବିଷ ପିଆଇଲା ମାଆ। କେନ୍ଦୁଝର ସୋଶୋ ଥାନା ଅନ୍ତର୍ଗତ ନାହା ଗାଁରେ ଏହି ଘଟଣା ଘଟିଛି । କାମିନୀ ଜେନା ନାମକ ଜଣେ ମହିଳା ପାରିବାରିକ କଳହରୁ କ୍ରୋଧାନ୍ବିତ ହୋଇ ନିଜର ୧ ବର୍ଷ ଓ ୩ ବର୍ଷର ଦୁଇ ଶିଶୁ କନ୍ୟାକୁ ବିଷ ପଆଇ ଦେଇଥିଲେ। ଗୁରୁତର…

ମଲା ଲୋକ ସହ ଜୀଇଲା ଲୋକ ବି ଗଲେ ଶବାଗାର : କ୍ୟାପିଟାଲ ହସପିଟାଲ୍‌ କାରନାମା !

ଭୁବନେଶ୍ୱର (କେନ୍ୟୁଜ୍‌) : ଜୀବିତ ଥିଲେ । ହେଲେ ଡାକ୍ତର ମୃତ ଘୋଷଣା କଲା ପରେ ବ୍ୟକ୍ତି ଜଣଙ୍କୁ ଶବାଗାରରେ ରଖି ଦିଆଗଲା । ତେବେ ପରିବାର ଲୋକେ ସେ ବଞ୍ଚିଥିବା ଜାଣିବାକୁ ପାଇବା ପରେ ପୁଣି ଖୋଲିଲା ଶବାଗାର ଓ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖକୁ ଅଣାଗଲା । କିନ୍ତୁ ଭାଗ୍ୟର ଖେଳ ଏଇଆ…

କେନ୍ଦୁଝରରେ ଜନଜାତି ସାଂସ୍କୃତିକ ସମାରୋହ : ସାନ୍ତାଳି ନାଚରେ ଝୁମିଲେ ଉପବାଚସ୍ପତି

କେନ୍ଦୁଝର : ବିଶ୍ୱ ଜନଜାତି ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହୋଇଥିଲା ଜନଜାତି ସାଂସ୍କୃତିକ ସମାରୋହ । ଏଥିରେ ମନ୍ତ୍ରୀ ରମେଶ ମାଝି, ବଦ୍ରୀ ନାରାୟଣ ପାତ୍ର, ସୁଦାମ ମାରାଣ୍ଡି ଓ ଉପବାଚସ୍ପତି ସନନ୍ଦ ମାରାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଏକ ବୈଠକର ଆୟୋଜନ…

ଲର୍ଡ଼ସ ଟେଷ୍ଟ : ତୃତୀୟ ଦିନ ଲଞ୍ଚ ସୁଦ୍ଧା ଇଂଲଣ୍ଡ ୮୯/୪

ଲଣ୍ଡନ : ଲର୍ଡ଼ସ ଟେଷ୍ଟର ତୃତୀୟ ଦିନରେ ଲଞ୍ଚ ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ କରିଛି ୪ ଓ୍ଵିକେଟ୍‌ରେ ୮୯ ରନ୍‌ । ଗତକାଲି ଭାରତ ୧୦୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ମହମ୍ମଦ ସାମି ୨ଟି ଏବଂ ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ସାମି ଜେନିଙ୍ଗସ ଓ…

କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ୨ ପ୍ରାର୍ଥୀ ଅସୁସ୍ଥ

କେନ୍ଦୁଝର (କେନ୍ୟୁଜ୍‌) : ପୋଲିସ୍‌ କନେଷ୍ଟବଳ ପଦବି ପାଇଁ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଦୁଇଜଣ ପ୍ରାର୍ଥୀ ଅସୁସ୍ଥ । ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଣ୍ଟରଭ୍ୟୁର ଦୌଡ଼ ବେଳେ ଏହି ଦୁଇ ଯୁବକ ଅସୁସ୍ଥ ହୋଇପଡ଼ିଥିଲେ ।

ସମୟ ତିନି ମାସରୁ କମ୍‌ : ହକି ବିଶ୍ୱ କପ୍‌ ପାଇଁ ଏଯାଏଁ ମିଳିନି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର (କେନ୍ୟୁଜ୍‌) : ହକି ବିଶ୍ୱକପ୍‌ ଆୟୋଜନ ବାବଦରେ ଏଯାଏ କିଛି କେନ୍ଦ୍ରୀୟ ଅନୁଦାନ ମଳି ନାହିଁ । ଆଗାମୀ ନଭେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମ୍‌ରେ ହେବ ୨୦୧୮ ହକି ବିଶ୍ୱକପ୍‌ । ତେବେ ଆଉ ପ୍ରାୟ ତିନି ମାସ ସମୟ ବାକି ଅଛି । ତେବେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଏଥିଲାଗି…