ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା

ଦକ୍ଷିଣ ଆଫ୍ରିକା ସହ ଆଗାମୀ ଟି୨୦ ସିରିଜ୍ ପାଇଁ ଏବେ ଭାରତୀୟ ଦଳ ଘୋଷଣା କରାଯାଇଛି । ଏସିଆ କପ୍ ପରେ ଅଲରାଉଣ୍ଡର ପାଣ୍ଡ୍ୟା ଦଳକୁ ପ୍ରତ୍ତ୍ୟାବର୍ତ୍ତନ କରିଥିବା ବେଳେ ଟେଷ୍ଟ ସିରିଜ୍ ବେଳେ ଆହତ ଗିଲ୍ ଦଳକୁ ଉପଅଧିନାୟକ ଭାବେ ଫେରିଛନ୍ତି । ଭାରତୀୟ ଦଳ : ସୂର୍ଯ୍ୟ କୁମାର ଯାଦବ…

ଘମାଘୋଟ ପ୍ରଚାର ପରେ ନିରବି ଗଲା ନୂଆପଡ଼ା, ଏବେ ୧୧ ତାରିଖକୁ ଅପେକ୍ଷା

ନୂଆପଡ଼ା : ସରିଲା ନୂଆପଡ଼ା ଉପନିର୍ବାଚନର ପ୍ରଚାର। ଦିନକ ପରେ ଭୋଟ୍ ଦେବେ ନୂଆପଡ଼ାବାସୀ । ବାଛିବେ ନିଜର ନୂଆ ବିଧାୟକ । ଏହି ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ହୋଇଥିଲା । ଗୋଟିଏ ଉପନିର୍ବାଚନରେ ଏପରି ପ୍ରଚାର ଓ ପ୍ରତିଯୋଗିତା ଗତ ୧୦ ବର୍ଷ ମଧ୍ୟରେ…

ମଣିପୁର : ଗୋଟିଏ ନୁହେଁ, ସିରିଜ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା

ନୂଆଦିଲ୍ଲୀ : ଖାଲି ହିଂସାର ନିଆଁ ନୁହେଁ ବର୍ବରତାର ନିଆଁରେ ଜଳୁଛି ମଣିପୁର । ମଣିପୁରରେ ଗୋଟିଏ ନୁହେଁ, ସିରିଜ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟିଥିଲା। ଗତ ମେ ୪ ତାରିଖରେ ଘଟିଥିବା ପୈଶାଚିକ ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ମେ ୩ରେ ସଂରକ୍ଷଣକୁ ନେଇ କୁକି ଆଦିବାସୀ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମାସାଆର୍ମୀର ରାଜ୍ୟ ସଭାପତି, ମୟୂରଭଞ୍ଜକୁ ଅବହେଳା କରାଯାଉଥିବାର କଲେ…

ମୟୁରଭଞ୍ଜ(କେନ୍ୟୁଜ୍):ଓଡିଶା ସହିତ ମିଶ୍ରଣ ଦିନ ଠାରୁ ମୟୂରଭଞ୍ଜକୁ ରେଳ କ୍ଷେତ୍ରରେ,ଶିକ୍ଷା କ୍ଷେତ୍ରରେ,ନିଯୁକ୍ତି କ୍ଷେତ୍ରରେ,ରୋଜଗାର କ୍ଷେତ୍ରରେ,ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ,ପାନୀୟ ଜଳ ସେବା କ୍ଷେତ୍ରରେ,ବିଜୁଳି ସେବା କ୍ଷେତ୍ରରେ,ପର୍ଯ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ,ଆଦିବାସୀ ଭାଷା…

ଅର୍ଚ୍ଚନାଙ୍କ ଚିତ୍କାର ପରେ ବଡ଼ ବଡ଼ିଆଙ୍କ ଭିତରେ ଭାଳେଣି, କହିଲେ କାହାକୁ ଛାଡିବିନି

ଭୁବନେଶ୍ୱର : ସମସ୍ତଙ୍କ ଗୁମର ଖୋଲିଦେବି । ଖାଲି ଅଧଘଣ୍ଟାଏ ସମୟ ଦିଅ । ମୁଁ ମୁହଁ ଖୋଲିଲେ ଏ ରାଜ୍ୟରେ ପରିବର୍ତ୍ତନ ଆଯିବ ।…..ଇଏ ହେଉଛି ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର କୁହାଯାଉଥିବା ଅର୍ଚ୍ଚନା ନାଗଙ୍‌କର ଗଣମାଧ୍ୟମ ଆଗରେ ବୟାନ୍‌ । ଅର୍ଚ୍ଚନା କହିଛନ୍ତି ଯେ ସମସ୍ତଙ୍କ ଗୁମର ଖୋଲିବେ ।…

ଜିତିଲେ ବି ଭାରତ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ତ ?

ଦୁବାଇ : ଆଉ କିଛି ସମୟ ପରେ ଏସିଆ କପ୍‌ ଟି-୨୦ର ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କା ଭେଟିବ ଟିମ୍‌ ଇଣ୍ଡିଆ । ଏଥିରେ ଜିତିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଜିତିଲେ ବି ଭାରତୀୟ ଦଳ କଣ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ? ଏ ପ୍ରଶ୍ନ ଏବେ ସବୁ କ୍ରିକେଟ୍‌ ପ୍ରେମୀଙ୍କ ମନରେ…

୨୧ଟି ସହରରେ ତାତି ୪୦ ଡିଗ୍ରୀ ଉପରେ, ଟିଟିଲାଗଡ଼ ଭାଙ୍ଗିଲା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ୍‌): ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଛି ଆଜି । ନିଜ ନାମକୁ ସାର୍ଥକ କରି ବଲାଙ୍ଗିର ଟିଟିଲାଗଡ଼ ସାଜିଛି ସବୁଠୁ ଉତ୍ତପ୍ତ ସହର । ଆଜି ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ୍‌ ରେକଡ଼ଁ କରାଯାଇଛି । ଆଜି ରାଜ୍ୟର ୯ ସହରରେ ଦିନ ତାପମାତ୍ରା ୪୪ ଡିଗ୍ରୀ…

ମାତ୍ର ୧୯୯୯ ଟଙ୍କା ଦେଇ ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ କିଣନ୍ତୁ ଜିଓଫୋନ ନେକ୍ସଟ

ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି | ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ।…

କେଉଁ ବାହନରେ ଆସିବେ ମା’, ବାହନରେ ଆସିଲେ କଣ ହୁଏ, ଏହାକୁ ନେଇ କଣ ରହିଛି ଭବିଷ୍ୟବାଣୀ ଜାଣନ୍ତୁ

ଗୋଟିଏ ବର୍ଷରେ, ମୁଖ୍ୟତଃ ଦୁଇଟି ନବରାତ୍ରୀ ପାଳନ କରାଯାଏ । ଚୈତ୍ର ମାସ ନବରାତ୍ରୀ ଓ ଆଶ୍ୱିନ ମାସ ନବରାତ୍ରୀ । ଚୈତ୍ର ମାସରେ ପଡୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରୀ ଓ ଆଶ୍ୱୀନ ମାସ ଶୁକ୍ଳ ପକ୍ଷରେ ପଡୁଥିବା ନବରାତ୍ରୀକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ । ଏହି ଦୁଇଟି ଯାକ ନବରାତ୍ରୀର…

ବଡଦାଣ୍ଡରେ ରାଣୀ ପଣ୍ଡା, ଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ନେଇ କଲେ ଏତଲା ଦାୟର

ପୁରୀ(କେନ୍ଯୁଜ୍): ମହାପ୍ରଭୁ ଜଗନ୍ନାଥଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ନେଇ ଏତଲା। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ଦିଲ୍ଲୀପ ବିନ୍ଧାଣୀ ନାମକ ବ୍ୟକ୍ତି ମହାପ୍ରଭୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଏହାକୁ…

ଘରର ରୋଜଗାରିଆ ପୁଅ ଏବେ କର୍କଟରେ ପୀଡ଼ିତ, ସହାୟତା ଆବଶ୍ୟକ

ଜଗତସିଂହପୁର(କେନ୍ଯୁଜ୍) : ମୋ ବାପା ଭଲ ହୋଇଗଲେ ମୁଁ ପାଠ ପଢିବି । ଦୟାକରି ଆମକୁ ଟିକେ ସାହାଯ୍ୟ କରନ୍ତୁ । ଆପଣଙ୍କ ସାହାଯ୍ୟ ଖାଲି ମୋ ବାପାଙ୍କୁ ନୁହେଁ ,ପୂରା ପରିବାର ପାଇଁ ଆଶୀର୍ବାଦ ହେବ । ଭଗବାନ ଆପଣଙ୍କୁ ସାହା ହେବେ । ଏମିତି ନେହୁରା ହେଉଛି ଦୁନିଆକୁ ଭଲ ଭାବେ ଚିହ୍ନି ନଥିବା…

ରାୟଗଡ଼ାରୁ ରାଜସ୍ଥାନ, ୭୮ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ହେଲା ଜବତ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ାରୁ ରାଜସ୍ଥାନ ଗଞ୍ଜେଇ ଚାଲାଣ ବେଳେ ଜବତ । ୭୮୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ । ରାଜସ୍ଥାନର ଆଜମେରକୁ ଗଞ୍ଜେଇ ଚାଲାଣ ଯୋଜନା ହେଉଥିବା ବେଳେ ବିଶାଖାପାଟଣାରୁ ଫେରୋଆଲଏଜ୍‌ ନେଇ ଫେରୁଥିବା ଏକ ଟ୍ରକରେ…