ତରାନ୍ନା ଓ ଦୁର୍ଗାଦତ୍ତ ପାଇବେ ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉଦୀୟମାନ ମହିଳା କ୍ରିକେଟର୍ ତରାନ୍ନା ପ୍ରଧାନ ଏବ˚ ରାଜ୍ୟର ବିସିସିଆଇ ପ୍ୟାନେଲ୍ ଅମ୍ପାୟାର ଦୁର୍ଗାଦତ୍ତ ଦାସଙ୍କୁ ବିଗତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ୧୭ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର ବର୍ଗ…

ପୁରୀ ବଳଗଣ୍ଡି ଛକ ନିକଟରେ ଏକ ଲଜରେ ସେକ୍ସ ରାକେଟ, ୨ ଯୁବତୀଙ୍କ ସମେତ ୪ଜଣଙ୍କୁ ଅଟକ ରଖିଛି ପୋଲିସ୍

ପୁରୀ: ପୁରୀ ବଳଗଣ୍ଡି ଛକ ନିକଟରେ ଏକ ଲଜରେ ସେକ୍ସ  ରାକେଟ ଅଭିଯୋଗ ନେଇ ପୋଲିସର ଚଢ଼ାଉ। ୨ ଯୁବତୀଙ୍କୁ ଉଦ୍ଧାର କରାଯିବା ସମେତ ଜଣେ ଯୁବକ ଓ ଲଜର କେୟାର ଟେକରକୁ ମିଶାଇ ମୋଟ ୪ଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସର ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଉକ୍ତ ଲଜରେ ସେକ୍ସ ରାକେଟ ଚାଲୁଥିବା…

ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଚିଲିକା ନଳବଣ ନିକଟରେ ଫସିଲେ ୧୭ଜଣ ପର୍ଯ୍ୟଟକ, ସୁରକ୍ଷିତ ଭାବେ କରାଗଲା ଉଦ୍ଧାର

ଟାଙ୍ଗି : ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥବା ୧୭ଜଣ ପର୍ଯ୍ୟଟକ ଚିଲିକା ମଧ୍ୟରେ ଥିବା ନଳବନ ନିକଟରେ ଅଟକିଛି ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପେରି ଫେରି ପାରୁନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବାଲୁଗାଁ ଅଭିମୁଖେ ଯାତ୍ରୀ ମାନଙ୍କୁ ନିଆଯାଉଛି…

ସୁନ୍ଦରଗଡ଼ ଜିଲ୍ଲାକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ତିନିଦିନଆ ମାରାଥନ ଗସ୍ତ

ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଜିଲ୍ଲାର ସମସ୍ତ ୧୭ଟି ବ୍ଲକ୍ରେ ସିନ୍ଥେଟିକ୍ ଟର୍ଫ ନିର୍ମାଣ ଲାଗି ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପର ଶିଳାନ୍ୟାସ ପରେ ରାଜ୍ୟ ହକିର ବ୍ୟାପକ ଉନ୍ନତି…

ବାରିପଦା: ନିର୍ମାଣାଧୀନ ଉରା ନାଳ ପୋଲରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା ଜାରି

ବାରିପଦା(କେ ନ୍ୟୁଜ): ବାରିପଦା-ପ୍ରତାପପୁର ରାସ୍ତାରେ ନିର୍ମାଣାଧୀନ ଉରା ନାଳ ପୋଲରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମେସିନ ପଡିଯିବାରୁ ମେସିନ ତଳେ ଚାପି ହୋଇ ଶ୍ରମିକଙ୍କର ମୃତ୍ୟୁ ଘଟିଛି ମୃତ୍ୟୁ। ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି | ଏହାକୁ ନେଇ ଅନ୍ୟ ଶ୍ରମିକ…

ଘଟଗାଁ ପୋଲିସ୍ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢାଉ, ୪୦୦୦ କେଜି ମହୁଲ ପୋଚ ଜବତ

ଘଟଗାଁ(କେ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗାଁରେ ଆଜି ସକାଳୁ ଘଟଗାଁ ପୋଲିସ୍ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଚଢାଉ କରିଛି । ଚଢାଉ ସମୟରେ ୪୦୦୦ କେଜି ମହୁଲ ପୋଚ, ୨୦୦ ଲିଟର ଦେଶୀ ମଦ ଜବତ ହେବା ସହ ବିପୁଳ ପରିମାଣରେ ରନ୍ଧାମଦ ସାମଗ୍ରୀ ଜବତ କରାଯାଇଛି ।…

ପୁରୀ: ପୋଖରୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ଚାଲିଗଲା ଦୁଇ ନାବାଳିକାଙ୍କ ଜୀବନ

ପିପିଲି(କେନ୍ୟୁଜ୍) : ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗଣ୍ଡପଡା ଗ୍ରାମରେ ପୋଖରୀରେ ବୁଡି ଦୁଇ  ନାବାଳିକାଙ୍କର ମୃତ୍ୟୁ ହୋଇଛି।  ପୋଖରୀରେ ଦୁଇ  ନାବାଳିକା  ଭାସୁଥିବାର ଦେଖି ଗ୍ରାମର କେତେକ ବ୍ୟକ୍ତି ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରେ  ଗ୍ରାମବାସୀ ସେହି ଦୁଇ ନାବାଳିକାଙ୍କୁ…

ନୟାଗଡ: ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ହତ୍ୟା

ନୟାଗଡ(କେ ନ୍ୟୁଜ):  ନୟାଗଡ ଜିଲ୍ଲା ଅନ୍ୟରଗତା ଇଟାମାଟି ଥାନା ବାଉଁଶିଆପଡା ଗ୍ରାମରେ ଗତ କାଲି ରାତିରେ ଏକ ଭୟଙ୍କର ହତ୍ୟା କାଣ୍ଡ ଘଟିଛି । ଯୁବକଙ୍କୁ ଅତି ନିର୍ମମ ଭାବେ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ସେହି ଗ୍ରାମର କିଛି ଯୁବକ । ମୃତ ଯୁବକଙ୍କ ନାମ କ୍ଷେତ୍ର ମହାପାତ୍ର ବୋଲି ଜଣାଯାଇଛି…

ଆଜି ଭାଗବତ ଜନ୍ମ : ଓଡ଼ିଆ ଜନଜୀବନର ଆଧ୍ୟାତ୍ମିକ ଓ ନୈତିକତାର ଧାରା

ଏ ପଥ ଅତ୍ୟନ୍ତ-ଦୁର୍ଗମ । ପ୍ରବୃତ୍ତି ମାର୍ଗ ଯାର ନାମ ।। ୧ ମାୟାରେ ତହିଁ ପ୍ରବେଶିଣ । ଯେ ଭବ ଗହନ-ଅରଣ୍ୟ ।। ୨ ସତ୍ତ୍ୱ-ରଜ-ତମର ମତେ । ପୃଥକ ଭାବେ କର୍ମ ଚିନ୍ତେ ।। ୩ ସଂସାର-ଅରଣ୍ୟେ ଭ୍ରମଇଁ । ସୁଖର ଲେଶ ତାର ନାହିଁ ।। ୪ ଯେମନ୍ତେ ବଣିଜାରମାନେ । ଅର୍ଥଅର୍ଜନ ଲୋଭମନେ ।। ୫ ଏ ଯେ…

ନିଷ୍ଠୁର ବାପାର ଅମାନୁଷିକ କାଣ୍ଡ, ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ଫିଙ୍ଗି ଦେଲା ନଦୀକୁ

ବାଲେଶ୍ଵର: ଜଣେ ନିଷ୍ଠୁର ବାପର ଅମାନୁଷିକ କାଣ୍ଡ । ବାଲେଶ୍ଵରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଜନ୍ମକଲା ୨ ମାସର ଶିଶୁ ପୁତ୍ରକୁ କଚାଡି ମାରିଦେବା ପରେ ନଦୀକୁ ଫିଙ୍ଗି ଦେଇଛି ବାପା । ଏହି ଘଟଣାରେ ବାପାକୁ ଅଟକ ରଖିଛି ସହଦେବ ଖୁଣ୍ଟା ଥାନା…

‘ପୋଡ଼ା ରୁଟି କାହାକୁ କଷ୍ଟ ଦିଏ ନାହିଁ, କଷ୍ଟ ଦିଏ କଟୁ କଥା’

କଥାଟି ଗୋଟିଏ ଗପରୁ ଆରମ୍ଭ କରୁଛି । ଯାହା ଗପ କହିଲେ ଭୁଲ ହେବ । କାରଣ ଏହି ଘଟଣା ଘଟିଥିଲା ଆମର ପୂର୍ବତନ ସ୍ୱର୍ଗତ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ପିଲା ବେଳେ । ଯାହାକୁ ସେ ପରେ ଖୋଲି କରି କହିଥିଲେ । ଏକଥା ତ ସମସ୍ତଙ୍କୁ ଜଣା ଯେ ଅବଦୁଲ କଲାମଙ୍କ ଜୀବନୀ କେତେ ପ୍ରେରଣାଦାୟୀ ଓ…