ଆସିଲା ‘ଫେଲୁଦା’ ଟେଷ୍ଟିଂ କିଟ୍‌, ମାତ୍ର ପାଞ୍ଚ ଶହ ଟଙ୍କାରେ ହେବ କୋଭିଡ୍‌ ପରୀକ୍ଷା

ସ୍ୱଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହୋଇଛି କରୋନା ଟେଷ୍ଟିଂ କିଟ୍‌ । ମାତ୍ର ୩୦ ମିନିଟ୍‌ରେ ଦେବ ଯାଞ୍ଚ ରିପୋର୍ଟ । ଜଣାପଡ଼ିଯିବ ଆପଣ ପଜେଟିଭ୍‌ ନା ନେଗେଟିଭ । ତାହା ପୁଣି ମାତ୍ର ୫ ଶହ ଟଙ୍କାରେ । ଏପରି ଟେଷ୍ଟିଂ କିଟ୍‌ ଉଦ୍ଭାବନ କରିଛନ୍ତି ଭାରତୀୟ ବୈଜ୍ଞାନିକ । ଟେଷ୍ଟିଂ କିଟ୍‌ର ନାମ…

କରୋନା ପ୍ରଭାବ : ସବୁଠି ସଫା ଆଉ ସଫା, ୨୦ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଉତ୍ତର ଭାରତର ବାୟୁ ପ୍ରଦୂଷଣ

କରୋନା ଏବେ ସାରା ବିଶ୍ୱ ପାଇଁ ଅଭିଶାପ ପାଲଟିଛି । କରୋନା ପାଇଁ ଯେଉଁ ଚିନ୍ତା ଏବେ ସାରା ବିଶ୍ୱରେ ଦେଖାଯାଇଛି । ଦିନେ ଏପରି ଚିନ୍ତାରେ ପକାଇ ଥିଲା ପ୍ରଦୂଷଣ । ମାତ୍ର କରୋନା କାରଣରୁ ଏହି ପ୍ରଦୂଷଣ ମାତ୍ରା ଏବେ ବହୁ ମାତ୍ରାରେ କମି ଯାଇଛି । ମଣିଷ ପାଇଁ ଏହା ଅଭିଶାପ ପାଲଟିଥିବା ବେଳେ…

କାହାର ସର୍ବନାଶ କାହାର ପୁଷ ମାସ : କରୋନା ଭାଇରସ୍‌ ବିଶ୍ୱ ଅର୍ଥନୀତିକୁ ଧରାଶାୟୀ କରିଥିବା ବେଳେ ମାଲାମାଲ୍‌ ହୋଇଛି…

କରୋନା ମାଡ଼ରେ ବିଶ୍ୱ ବିଶ୍ୱ ଅର୍ଥନୀତି ଅଣ୍ଟା ଭାଙ୍ଗି ଯାଇଛି । ବଡ଼ ମାନ୍ଦାବସ୍ଥା ଦେଖାଯାଇଛି ବିଶ୍ୱର ଆର୍ଥିକ ସ୍ଥିତିରେ । ଦୋଦୁଲ୍ୟମାନ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରର ଆର୍ଥିକ ସ୍ଥିତି । କରୋନା ପାଇଁ ଅନେକ ରାଷ୍ଟ୍ର ମାସ ମାସ ଧରି ଲକ୍ଡାଉନରେ ଅଛନ୍ତି । ଉତ୍ପାଦନ ଓ କାରବାର ଠପ୍ ।…

ପଶୁପକ୍ଷୀ ଓ ନିରାଶ୍ରୟଙ୍କୁ ବାଣ୍ଟିଲେ ଖାଦ୍ୟ, କିସ୍‌ର ଦୁଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ୟୁଜ(ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ମହାନତା । ପଶୁପକ୍ଷୀ ଓ ନିରାଶ୍ରୟଙ୍କୁ ବାଣ୍ଟିଲେ ଖାଦ୍ୟ । ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ । କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନସେସ୍‌ ବା କିସ୍‌ରେ କାର୍ଯ୍ୟରତ ଦୁଇ ଅଧିକାରୀଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ଟ୍ରମ୍ପ୍‌ଙ୍କୁ ମାରିବା ପାଇଁ ଇରାନ୍‌ ଘୋଷଣା କଲା କୋଟି କୋଟି ଟଙ୍କାର ପୁରସ୍କାର

ଦୁବାଇ : ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ପୁରସ୍କାର ମିଳିବ ୫୬୦ କୋଟି ଟଙ୍କା । ଏଭଳି ଘୋଷଣା କରାଯାଇଛି ଇରାନ୍‌ ପକ୍ଷରୁ । ମେଜର ଜେନେରାଲ କାସିମ୍‌ ସୁଲେମାନିଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣ କରି ମାରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି…

ବିଦେଶରେ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମରେ ସାମିଲ ହେଲେ କୋରାପୁଟ ଯୁବକ, ସୂଚନା ଜାରି କଲା ଆମେରିକାର ସ୍ପେସ…

ଉପାନ୍ତ ଅଞ୍ଚଳ କୋଟପାଡ଼ ସହରର ଜଣେ ଯୁବକ ଓଡ଼ିଶା ଏବଂ ଛତିଶଗଡ଼ ପାଇଁ ପ୍ରଥମ ଆମେରିକା କୋଲର୍ଡ଼ ସ୍ପ୍ରୀଂଗ୍ସ ସ୍ପେସ ଫାଉଣ୍ଡେସନ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ (TLP) ରେ ସାମିଲ ହୋଇ କୋରାପୁଟ ପାଇଁ ଗୋୖରବ ଆଣିଛନ୍ତି । ଏହି ସଫଳତା ପାଇଁ ଚାରିଆଡୁ ବିଶ୍ୱନାଥଙ୍କ ପାଖକୁ ପ୍ରସଂସାର ସୁଅ…

ନୂଆବର୍ଷର ଖୁସି ପାଲଟିଗଲା ଦୁଃଖ, ଲିଫ୍ଟ ନେଇଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଇନ୍ଦୋର (ମଧ୍ୟପ୍ରଦେଶ): ମଙ୍ଗଳବାର ଦିନ ସାରା ବିଶ୍ୱ ଥିଲା ଉତ୍ସବ ମୁଖର । ୨୦୧୯ ବର୍ଷକୁ ବିଦାୟ ଦେଇ ନୂତନ ବର୍ଷ ୨୦୨୦କୁ ସ୍ୱାଗତ କରୁଥିଲେ ସମସ୍ତେ । ଆନନ୍ଦ ଉଲ୍ଲାସ ଆଉ ମଜା ମସ୍ତି ଚାଲିଥିଲା । ଏହାରି ଭିତରେ ଘଟିଲା ଏକ ଭୟଙ୍କର ଅଘଟଣ । ଗୋଟିଏ ପରିବାର ହୋଇଥିଲା ଦୁର୍ଘଟଣାର ସମ୍ମୁଖୀନ ।…

ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ନିଜେ କରିଥିଲେ ଆତ୍ମହତ୍ୟା, ଘଟଣା ପଛର ପ୍ରକୃତ କାରଣ ଖୋଜୁଛି ପୋଲିସ

ରାଉରକେଲା : ଅଧିକ ଯୌତୁକ ଟଙ୍କା ଓ କାର ଦାବି କରି ବିଫଳ ହେବା ସହ ଝିଅ ଜନ୍ମ ହେବା ଯୋଗୁଁ ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଜର ନବ ବିବାହିତା ପତ୍ନୀ ଓ ଅଠର ମାସର ଝିଅକୁ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁଯାୟୀ, ରାଉରକେଲା ସହରର…

୨୧ ବର୍ଷ ତଳେ ପିଲାକୁ ଦିଆଯାଇଥିଲା ଏଚଆଇଭି ରକ୍ତ, ଏବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ମିଳିଲା ଶାସ୍ତି

ଆଜିକାଲି ଡାକ୍ତର ଏବଂ ହସପିଟାଲର କର୍ମଚାରୀଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ସାଧାରଣ ଲୋକେ ବେଶ ହଇରାଣ ହେଉଥିବା ବାରମ୍ବାର ଅଭିଯୋଗ ଆସିଥାଏ । ହେଲେ ବେଳେ ବେଳେ ସେମାନଙ୍କ ସାଂଘାତିକ ଭୁଲ ରୋଗୀର ଜୀବନ ନେଇ ଯାଉଛି । ଡାକ୍ତରଙ୍କ ଏମିତି ଏକ ଭୁଲ ପାଇଁ ଏକ ଚିକିତ୍ସାଳୟ ତଣ୍ଡ ଗଣିବ ୨୦ ଲକ୍ଷ…

ମାତ୍ର ଏତିକି ଟଙ୍କାରେ ପାଇପାରିବେ ସ୍ମାର୍ଟଫୋନର ଡିସପ୍ଳେ ବୀମା, ଭାଙ୍ଗିଲେ ମିଳିବ ୧୨ହଜାର ଟଙ୍କା

ନୂଆଦିଲ୍ଲୀ : ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି ଯାହାର ମୋବାଇଲ ବାରମ୍ବାର ପଡିଯାଇଥାଏ କିମ୍ବା ଭାଙ୍ଗିଯାଇଥାଏ ତେବେ ଏହି ଖବରଟି ଖାସ ଆପଣଙ୍କ ପାଇଁ। ଖୁସି ଖବର କି ଆପଣ ଏଥିରେ ପୁରୁଣା ଫୋନର ବୀମା ମଧ୍ୟ କରାଇପାରିବେ। ଭାରତରେ ଗ୍ରାହକଙ୍କୁ ଏହି ସୁବିଧା 'ଗୋ ଡିଜିଟାଲ…

ଫନି ନେଲାଣି ୩୫ ଜୀବନ, ପୁରୀରେ ସର୍ବାଧିକ ମୃତ

ଭୁବନେଶ୍ୱର (କେନ୍ୟୁଜ୍): ଫନି ନେଇଛି ୩୫ ଜଣଙ୍କର ଜୀବନ। ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁସାରେ, ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରାପଡ଼ାରେ ୩ଜଣ, ମୟୂରଭଞ୍ଜ ଓ ଯାଜପୁରରେ ୪ ଜଣ ଲେଖାଏଁ ଏବଂ କଟକରେ ୩ ଜଣଙ୍କର ଅକାଳ ବିୟୋଗ ହୋଇଛି।…

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ପରିବାରରେ ମନମିଳାଇ ଚଳନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ବୃଷ : ପରିବାରର ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କର୍ମର୍କ୍ଷେତ୍ରରେ ସଜାଗ ରହନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । ମିଥୁନ : ସ୍ୱାସ୍ଥ୍ୟର…