Below header

ଗାନ୍ଧୀଜୀଙ୍କ ଅହିଂସା ଅସ୍ତ୍ରର ଏବେବି ପ୍ରାସଙ୍ଗିକତା ଅଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ ହିଂସାର ସ୍ଥାନ ନାହିଁ । ଗାନ୍ଧୀଜୀ ଆମକୁ ଅହିଂସାର ଅସ୍ତ୍ର ପ୍ରଦାନ କରିଛନ୍ତି । ଯାହାର ପ୍ରାସଙ୍ଗିକତା ଏକବିଂଶ ଶତାବ୍ଦୀରେ ମଧ୍ୟ ରହିଛି । ୭୨ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଆହୁରି କହିଛନ୍ତି,…

ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ : ଗାଭାସ୍କର ଯିବେନି ସିଦ୍ଧୁ ଯିବେ, ଅନୁମତି ଅପେକ୍ଷାରେ କପିଳ ଦେବ

ମୁମ୍ବାଇ: ଆସନ୍ତା ୧୮ ତାରିଖରେ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଇସଲାମାବଦରେ ହେବ ଶପଥ ଗ୍ରହଣ ଉତ୍ସବ । ଏଥିରେ ଯୋଗ ଦେବା ପାଇଁ ଭାରତର ତିନି ଜଣ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର, କପିଳ ଦେବ ଓ ନଭଜ୍ୟୋତ ସିଂହ ସିଦ୍ଧୁଙ୍କୁ ଆମନ୍ତ୍ରଣ କରାଯାଇଛି ।…

ବଜ୍ରପାତରେ ଭାଙ୍ଗିଲା ଗୋପୀନାଥ ମନ୍ଦିର ପାଚେରୀ

ପିପିଲି (କେନ୍ୟୁଜ୍‌) : ବଜ୍ରପାତରେ ଭାଙ୍ଗିଲା ମନ୍ଦିର ପାଚେରୀ । ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଅନ୍ତର୍ଗତ କାକୁଡ଼ିଆ ଗ୍ରମ ସ୍ଥିତ ଗୋପୀନାଥ ମନ୍ଦିରର ପାଚେରୀ ଭାଙ୍ଗି ଯାଇଛି । ଆଜି ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ପ୍ରଚଣ୍ଡ ଶବ୍ଦ କରି ୧୦୦ ଫୁଟର ପାଚେରୀଟି ଭାଙ୍ଗି…

ଲର୍ଡ଼ସ ଟେଷ୍ଟ : ତୃତୀୟ ଦିନ ଲଞ୍ଚ ସୁଦ୍ଧା ଇଂଲଣ୍ଡ ୮୯/୪

ଲଣ୍ଡନ : ଲର୍ଡ଼ସ ଟେଷ୍ଟର ତୃତୀୟ ଦିନରେ ଲଞ୍ଚ ସୁଦ୍ଧା ଘରୋଇ ଇଂଲଣ୍ଡ ଦଳ କରିଛି ୪ ଓ୍ଵିକେଟ୍‌ରେ ୮୯ ରନ୍‌ । ଗତକାଲି ଭାରତ ୧୦୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ମହମ୍ମଦ ସାମି ୨ଟି ଏବଂ ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି । ସାମି ଜେନିଙ୍ଗସ ଓ…

କନେଷ୍ଟବଳ ଇଣ୍ଟରଭ୍ୟୁ ବେଳେ ୨ ପ୍ରାର୍ଥୀ ଅସୁସ୍ଥ

କେନ୍ଦୁଝର (କେନ୍ୟୁଜ୍‌) : ପୋଲିସ୍‌ କନେଷ୍ଟବଳ ପଦବି ପାଇଁ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଦୁଇଜଣ ପ୍ରାର୍ଥୀ ଅସୁସ୍ଥ । ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଇଣ୍ଟରଭ୍ୟୁର ଦୌଡ଼ ବେଳେ ଏହି ଦୁଇ ଯୁବକ ଅସୁସ୍ଥ ହୋଇପଡ଼ିଥିଲେ ।

ଡକାୟତି ଯୋଜନା ବେଳେ ପୋଲିସ୍‌ ହାତରେ ଧରା ପଡ଼ିଲେ ୬ ଦୁର୍ବୃତ୍ତ

ଯାଜପୁର (କେନ୍ୟୁଜ୍‌) : ଡକାୟତି ଯୋଜନା ବେଳେ ଧରିଲା ପୋଲିସ୍‌ । ଯାଜପୁର ନଠୁଆବର ନିକଟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବା ବେଳେ କୁଆଖିଆ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୁଳି ଏବଂ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି । ଏମାନଙ୍କ ନାଁରେ ଏକାଧିକ…

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ : ଅଗଷ୍ଟ ୧୪ ମଧ୍ୟରାତ୍ରିରୁ ବଦଳିବ ଟ୍ରେନ୍‌ ଚଳାଚଳର ସମୟ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରୁ ବଦଳିଯିବ ରେଳ ଚଳାଚଳର ସମୟ । ବିଶେଷ କରି ଦୂରଗାମୀ ଟ୍ରେନ୍‌ଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି । ପ୍ରାୟ ୫ ଶହ ଏକ୍ସପ୍ରେସ୍‌ ଟ୍ରେନ୍‌ ନୂଆ ସମୟରେ ଚାଲିବେ । ଏହି ନୂଆ ସମୟ ନିର୍ଘଣ୍ଟ ୧୩ ତାରିଖ ଦିନ ରେଳବାଇ େଓ୍ଵବସାଇଟ୍‌ରେ ସୂଚାଇ…

ସମୟ ତିନି ମାସରୁ କମ୍‌ : ହକି ବିଶ୍ୱ କପ୍‌ ପାଇଁ ଏଯାଏଁ ମିଳିନି କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର (କେନ୍ୟୁଜ୍‌) : ହକି ବିଶ୍ୱକପ୍‌ ଆୟୋଜନ ବାବଦରେ ଏଯାଏ କିଛି କେନ୍ଦ୍ରୀୟ ଅନୁଦାନ ମଳି ନାହିଁ । ଆଗାମୀ ନଭେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମ୍‌ରେ ହେବ ୨୦୧୮ ହକି ବିଶ୍ୱକପ୍‌ । ତେବେ ଆଉ ପ୍ରାୟ ତିନି ମାସ ସମୟ ବାକି ଅଛି । ତେବେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଏଥିଲାଗି…

ଲର୍ଡ଼ସରେ ଜୁନିୟର ତେନ୍ଦୁଲକର : ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ମିଶି କାମ କଲେ

ଲଣ୍ଡନ : ଲର୍ଡ଼ସରେ ଜୁନିୟର ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଏବେ ଲର୍ଡ଼ସରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଦେଖିବାକୁ ଆସିଛନ୍ତି । ସେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ସହିତ ଇଂଳଣ୍ଡକୁ ସିରିଜ୍‌ ଖେଳିବାକୁ ଆସିଥିଲେ । ଜଣେ ବାମହାତୀ ମିଡିମୟ ପେସ୍‌ ବୋଲର୍‌…

ପୁଣି ସ୍ୱରାଙ୍କ ବିବାଦୀୟ ସ୍ୱର : ଟ୍ଵିଟ୍‌ କରି ଭାରତୀୟ ସୈନିକଙ୍କୁ କହିଲେ ‘ବୋକା’

ମୁମ୍ବାଇ : ବିବାଦରେ ଫସିବା ହେଉଛି ବଲିଉଡ୍‌ ହିରୋଇନ୍‌ ସ୍ୱରା ଭାସ୍କରଙ୍କ ଅଭ୍ୟାସ ହୋଇଗଲାଣି । କେତେବେଳେ ପଦ୍ମାବତ୍‌ ପାଇଁ ସଞ୍ଜୟ ଲିଲା ଭନସାଲିଙ୍କୁ ଖୋଲା ଚିଠି ତ ଆଉ କେବେ ବୀରେ ଦି େଓ୍ଵଡିଂର ଦୃଶ୍ୟକୁ ନେଇ ଟ୍ରୋଲ୍‌ । ଏମିତିକି ଭାରତରେ ପାକିସ୍ତାନକୁ ଓ ପାକିସ୍ତାନରେ ଭାରତକୁ…

ଦେଶରେ ପ୍ରଥମ : ଦିଲ୍ଲୀ ପୋଲିସ୍‌ରେ ସାମିଲ ହେଲା ମହିଳା ସ୍ୱାଟ୍‌ ଟିମ୍‌

ନୂଆଦିଲ୍ଲୀ : ଦେଶରେ ପ୍ରଥମ । ଦିଲ୍ଲୀ ପୋଲିସ୍‌ରେ ପ୍ରଥମ କରି ଏକ ମହିଳା ସ୍ୱାଟ୍‌ ଟିମ୍‌କୁ ସାମିଲ କରାଯାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ଗୃହ ମନ୍ତ୍ରୀ ରାଜନାଥ ସିଂହ ଏହି ମହିଳା ଟିମ୍‌କୁ ଆନୁଷ୍ଠାନିକ ଭାବେ ଦିଲ୍ଲୀ ପୋଲିସ୍‌ରେ ସାମିଲ ଘୋଷଣା କରିଛନ୍ତି । ଦେଶ ବିଦେଶରେ ବିଶେଷଜ୍ଞ ଟିମ୍‌…

କ୍ରିକେଟ୍‌ ଜରିଆରେ ସମ୍ପର୍କ ସେତୁ : ଇମ୍ରାନ୍‌ଙ୍କୁ ‘ବ୍ୟାଟ୍‌’ ଭେଟି ଦେଲେ ଭାରତୀୟ ହାଇକମିଶନର୍‌

ନୂଆଦିଲ୍ଲୀ : ପଡ଼ୋଶୀ ପାକିସ୍ତାନ ସହିତ ସୁସମ୍ପର୍କ ଯୋଡ଼ିବାର ଆଉ ଏକ ବାର୍ତ୍ତା। ନୂଆ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ କ୍ରିକେଟର୍‌ ତଥା ବର୍ତ୍ତମାନର ରାଜନୈତିକ ନେତା ଇମ୍ରାନ୍‌ ଖାନ୍‌ ଶପଥ ନେବା ବାକି ଅଛି । ତା ପୂର୍ବରୁ ସୁ ସମ୍ପର୍କ ଯୋଡ଼ିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଜାରି ରହିଛି ।…