ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର‌୍ୟ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ବୃଷ :ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ । …

ତ୍ରେତୟାରୁ ଦ୍ୱାପର : ଏତେ ଲମ୍ବା ସମୟ ଧରି ରହିଥିଲେ କେଉଁ ମହାପୁରୁଷ ?

ପୁରୁଣ କଥା ଅନୁସାରେ ଭଗବାନ ବିଷ୍ଣୁ ଯୁଗେ ଯୁଗେ ଅବତାର ଗ୍ରହଣ କରନ୍ତି । ସେହିଭଳି ଭାବେ ସେ ତ୍ରେତୟା ଯୁଗରେ ରାମ ଏବଂ ଦ୍ୱାପର ଯୁଗରେ କୃଷ୍ଣ ଅବତାର ଧାରଣ କରିଥିଲେ । ତେବେ କିଛି ମହାପୁରୁଷ ଏହିି ଦୁଇଟି ଯୁଗରେ ମଧ୍ୟ ରହିଥିଲେ । ସେମାନଙ୍କ ଭିତରେ ଅଗ୍ରଣୀ ହେଉଛନ୍ତି ଦୁଇ ଜଣ । ଜଣେ ହେଲେ…

ପ୍ରିୟଙ୍କାଙ୍କୁ ଦେଖି ଇମୋସନାଲ ହେଲେ ନିକ୍ ଜୋନ୍ସ , ଦେଖନ୍ତୁ ଏହି ମ୍ୟାରେଜ ଭିଡିଓ

ସୋସିଆଲ ମିଡିଆରେ ପ୍ରିୟଙ୍କା ଓ ନିକଙ୍କ ମ୍ୟାରେଜ ଭିଡିଓକୁ ତାଙ୍କ ଫ୍ୟାନ ଖୁବ ପସନ୍ଦ କରୁଛନ୍ତି । ଭିଡିଓରେ ନିକ ଜୋନ୍ସ ପ୍ରିୟଙ୍କାଙ୍କୁ ଦେଖି ଖୁବ ଇମୋସନାଲ ହେଇଯାଇଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ମା ମଧୁ ଚୌପ୍ରାଙ୍କ ସହ ପ୍ରିୟଙ୍କା…

ଖାରବେଳଙ୍କୁ ଆକ୍ରମଣ, ଫେସ୍‌ବୁକ୍‌ ଲାଇଭ୍‌ରେ ଚାପୁଡ଼ା ମାରିଲା ଦୁର୍ବୃତ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ପୁଣି ଆକ୍ରମଣ । ରାୟଗଡ଼ା କାଶୀପୁର ଠାରେ ଜଣେ ସ୍ଥାନୀୟ ଲୋକ ଉତ୍କଳ ଭାରତ ଦଳର ସଭାପତି ଖାରବେଳ ସ୍ୱାଇଁଙ୍କୁ ଚାପୁଡ଼ା ମାରିଥିବା ଦେଖାଯାଇଛି । ସେଠାରେ ଆୟୋଜିତ ଏକ ସଭା ବେଳେ ଏଭଳି ଘଟିଛି । ‘ଓଡ଼ିଆ ଭାଗ୍ୟ ପରିବର୍ତ୍ତନ’…

TikTok ସହ ସମସ୍ତ ଭିଡ଼ିଓ ଆପକୁ ଟକ୍କର ଦେବ ଫେସବୁକ , ଲଞ୍ଚ ହେଲା ମ୍ଯୁଜିକ୍ ଭିଡ଼ିଓ ଫିଚର

ନୂଆଦିଲ୍ଲୀ : ଭିଡ଼ିଓ ଶେୟାରିଂ ଆପ୍ TikTok କୁ ଟକ୍କର ଦେବା ପାଇଁ ରହିଛି ସୋସିଆଲ ମିଡ଼ିଆ ଆପ୍ ଫେସବୁକ୍ ପ୍ରସ୍ତୁତ କରିଛି ମ୍ଯୁଜିକ୍ ଭିଡ଼ିଓ ଫିଚର। ମ୍ଯୁଜିକ୍ ଭିଡ଼ିଓ ଆପକୁ ଶୁକ୍ରବାର ଲଞ୍ଚ କରିଛି ଫେସବୁକ୍। ରିପୋର୍ଟ ମୁତାବକ, ଫେସବୁକ୍  ଏହାର ନାମ Lasso ରଖିଥିବା ବେଳେ ଏହା TikTok ଏବଂ…

ଏସିଆ କପରେ ଦୁର୍ଲଭ ଦୃଶ୍ୟ , ଭାରତର ଜାତୀୟସଙ୍ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ ପାକିସ୍ତାନୀ ପ୍ରଶଂସକ

ଘୃଣାକୁ ଯଦି ହରାଇବାର ଅଛି ତେବେ ପ୍ରେମକୁ ଅଧିକ ମଜଭୂତ କରିବାକୁ ହେବ । ଯେତେବେଳେ ଦୁଇଟି ଦେଶ ମୈଦାନରେ ସାମ୍ନାସାମ୍ନି ଥାନ୍ତି ସେତେବେଳେ ସେମାନଙ୍କ ମନରେ ବାସ୍ ଗୋଟିଏ କଥା ଚାଲିଥାଏ ଯେମିତି ହେଉ ମୁକାବିଲାରେ ବିଜୟ ଲାଭ କରି ନିଜ ଦେଶକୁ କରିବେ ଗୌରବାନ୍ବିତ । ଆଉ ଯେତେବେଳେ କଥା ଭାରତ…

ଭେନେଜୁଏଲାର ଋଗଣ ଅର୍ଥନୀତି, ନୋଟରେ ବ୍ୟାଗ ଓ ପର୍ସ ତିଆରି କରୁଛନ୍ତି ଲୋକେ

ଦିନେ ତେଲ ପାଇଁ ଧନୀ ଦେଶ ଭାବେ ପରିଗଣିତ ହେଉଥିବା ଭେନେଜୁଏଲା ଏବେ ଆର୍ଥିକ, ସାମାଜିକ ଏବଂ ବିଭିନ୍ନ କାରଣରୁ ଭୁଶୁଡ଼ି ପଡ଼ିଛି । ଦାରିଦ, ଖାଦ୍ୟାଭାବ, ଅସ୍ଥିରତା, ଅପରାଧ ଓ ଶରଣାର୍ଥୀ ଆଦି ସମସ୍ୟା ପୁଣି ତା ସାଙ୍ଗକୁ ଗୃହ ଯୁଦ୍ଧରେ ଘାଣ୍ଟି ହେଉଛି ପୂରା ଦେଶ । ଲୋକେ ଦେଶ ଛାଡ଼ି ପଳାଉଛନ୍ତି ।…

ଖୁବ୍ ଶୀଘ୍ର ବିଦାୟ ନେବ ମୌସୁମୀ

ନୂଆଦିଲ୍ଲୀ : ଗତ ଜୁନରୁ ସେପଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିବା ପରେ ବିଦାୟ ନେବ ମୌସୁମୀ । ପୂରା ଦେଶରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି । ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ବିଦାୟ ବେଳା ଆରମ୍ଭ ହେବ । ଗତ କିଛି ବର୍ଷ ଭଳି ଏହା ଅକଟୋବର ମାସ…

ଉତ୍ତର ପ୍ରଦେଶର ବିଭିନ୍ନ ନଦୀରେ ବିସର୍ଜିତ ହେବ ଅଟଳଙ୍କ ଅସ୍ଥି

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଭିନ୍ନ ନଦୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ହେବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ସ୍ୱର୍ଗତ ବାଜପେୟୀଙ୍କ କର୍ମଭୂମି ଥିଲା ଉତ୍ତର ପ୍ରଦେଶ । ତେଣୁ ତାଙ୍କ ପ୍ରତି ଉଚିତ…

ପୁଣି ଆନ୍ଦୋଳନରେ ବସିବେ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୁରୁବାର ଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ । ରାଜ୍ୟ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହାର, ଯୋଗ୍ୟ ବିବେଚିତ ଦିନଠାରୁ ପୂର୍ଣ୍ଣ ଅନୁଦାନ ସହ ଚାକିରି ସର୍ତ୍ତାବଳି ଆଦି ପ୍ରଦାନ ଦାବି ନେଇ ହଜାର…

ବିତିଲାଣି ୭୧ ବର୍ଷ, ଏବେ ବଦଳିବାର ସମୟ

ଭୁବନେଶ୍ୱର (କେନ୍ୟୁଜ୍‌) : ବଦଳୁଛି ସମୟ, ବଦଳୁଛି ସମାଜ । ତା ସହିତ ବଦଳି ଯାଉଛି ଲୋକ ଚରିତ୍ର । ହେଲେ ବଦଳୁନି ସ୍ୱାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସ ଅବସରରେ ଆମର ଦେଶଭକ୍ତି ଓ ଜାତୀୟ ପତାକା ଉତ୍ତୋଳନ । ପୁଣି ଜାତୀୟ ସଂଗୀତ ଗାନ । ତେବେ ପତାକା ଉତ୍ତୋଳନ ବେଳେ ଯେଉଁ ମନୋଭାବ ନେଇ ଆମେ…