ଭେନେଜୁଏଲାର ଋଗଣ ଅର୍ଥନୀତି, ନୋଟରେ ବ୍ୟାଗ ଓ ପର୍ସ ତିଆରି କରୁଛନ୍ତି ଲୋକେ

ଦିନେ ତେଲ ପାଇଁ ଧନୀ ଦେଶ ଭାବେ ପରିଗଣିତ ହେଉଥିବା ଭେନେଜୁଏଲା ଏବେ ଆର୍ଥିକ, ସାମାଜିକ ଏବଂ ବିଭିନ୍ନ କାରଣରୁ ଭୁଶୁଡ଼ି ପଡ଼ିଛି । ଦାରିଦ, ଖାଦ୍ୟାଭାବ, ଅସ୍ଥିରତା, ଅପରାଧ ଓ ଶରଣାର୍ଥୀ ଆଦି ସମସ୍ୟା ପୁଣି ତା ସାଙ୍ଗକୁ ଗୃହ ଯୁଦ୍ଧରେ ଘାଣ୍ଟି ହେଉଛି ପୂରା ଦେଶ । ଲୋକେ ଦେଶ ଛାଡ଼ି ପଳାଉଛନ୍ତି । ବର୍ତ୍ତମାନ ସବୁଠୁ ବଡ଼ ସମସ୍ୟା ଭାବେ ଦେଖା ଦେଇଛି ମୁଦ୍ରାସ୍ଫୀତି । ଏଠାକାର ମୁଦ୍ରା ମୂଲ୍ୟ ଏଭଳି କମି ଯାଇଛି ଯେ ତାକୁ ସ୍ଥାନୀୟ ଲୋକେ ବ୍ୟାଗ, ମନିପର୍ସ ଆଦି ତିଆରି କରୁଛନ୍ତି । ଭେନେଜୁଲା ନୋଟ୍ ଏବେ ବିଭିନ୍ନ ସାମଗ୍ରୀ ଭାବେ ବଜାରରେ ସଜା ହୋଇଛି ।

CURRENCY BAG-5

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.