Below header

କୋଲକାତା ନାଇଟ ରାଇଡର୍ସ ଠାରୁ ଶୋଚନୀୟ ଭାବେ ହାରିଲା ଲକ୍ଷ୍ନୌ ସୁପରଜାଏଣ୍ଟସ

କୋଲକାତା ନାଇଟ ରାଇଡର୍ସ ଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଲକ୍ଷ୍ନୌ ସୁପରଜାଏଣ୍ଟସ। କେକେଆର ୨୩୬ ରନର ଲକ୍ଷ୍ୟ ଦେବା ପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୩ ବଲ ପୂର୍ବରୁ ମାତ୍ରା ୧୩୭ ରନ୍ କରି ଅଲ ଆଉଟ ହୋଇ ଯାଇଥିଲା ଲକ୍ଷ୍ନୌ ।

କୋଲକାତା ନାଇଟ ରାଇଡର୍ସ ଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଲକ୍ଷ୍ନୌ ସୁପରଜାଏଣ୍ଟସ। କେକେଆର ୨୩୬ ରନର ଲକ୍ଷ୍ୟ ଦେବା ପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୩ ବଲ ପୂର୍ବରୁ ମାତ୍ରା ୧୩୭ ରନ୍ କରି ଅଲ ଆଉଟ ହୋଇ ଯାଇଥିଲା ଲକ୍ଷ୍ନୌ ।

ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି କେକେଆରକୁ ଏକତରଫା ବିଜୟ ଉପହାର ଦେଇଥିଲା ଲକ୍ଷ୍ନୌ । ଏକାଦଶ ମ୍ୟାଚରୁ ଅଷ୍ଟମ ବିଜୟ ସହ କେକେଆର ପଏଣ୍ଟ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବା ସହ ପ୍ଲେ ଅଫ୍ ର ନିକଟତର ହୋଇଛି ।

ଅନ୍ୟପଟେ ସେହି ଏକାଦଶ ମ୍ୟାଚରୁ ପଞ୍ଚମ ପରାଜୟ ବରଣ କରିଛି ଲକ୍ଷ୍ନୌ । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ୬ ୱିକେଟରେ ୨୩୫ ରନ କରିଥିଲା । ସୁନୀଲ ନାରାୟଣ ୮୧ ରନର ପାଳି ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.