ଆଇପିଏଲ: ୬୭ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନରେ ହରାଇଲା ଲକ୍ଷ୍ନୌ

ଆଇପିଏଲର ୬୭ତମ ମ୍ୟାଚ୍ ରେ ମୁମ୍ବାଇକୁ ହରାଇଲା ଲକ୍ଷ୍ନୌ ।  ୱାଙ୍ଖଡେରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନ୍ ରେ ହରାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୬ ୱିକେଟ ହରାଇ ୨୧୪ ରାନ ସଂଗ୍ରହ କରିଥିଲା ।

ଆଇପିଏଲର ୬୭ତମ ମ୍ୟାଚ୍ ରେ ମୁମ୍ବାଇକୁ ହରାଇଲା ଲକ୍ଷ୍ନୌ । ୱାଙ୍ଖଡେରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲା ହୋଇଥିଲା । ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନ୍ ରେ ହରାଇଲା ଲକ୍ଷ୍ନୌ ସୁପର ଜିଆଣ୍ଟସ। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୬ ୱିକେଟ ହରାଇ ୨୧୪ ରାନ ସଂଗ୍ରହ କରିଥିଲା। ଜବାବରେ ୬ ୱିକେଟରେ ୧୯୬ ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ତେବେ ଉଭୟ ଦଳ ଉଭୟ ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ଗୁରତ୍ବପୂର୍ଣ୍ଣ ନଥିଲା ଏହି ମ୍ୟାଚ୍ ।  ନିଜ ନିଜର ଅନ୍ତିମ ଲିଗ୍ ମ୍ୟାଚ ଖେଳୁଥିଲେ ଦୁଇ ଦଳ। ମୁମ୍ବାଇ ଇଣ୍ଡିଆନ୍ସକୁ ୧୮ ରନରେ ପରାସ୍ତ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ ଶାନ୍ତ୍ବନାମୂଳକ ବିଜୟ ପାଇଥିଲା । ଉଭୟ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିଥବାରୁ କେବଳ ସମ୍ମାନ ପାଇଁ ଖେଳୁଥିଲେ। ଏହି ପରାଜୟ ସହ ମୁମ୍ବାଇ ୧୪ ମ୍ୟାଚରୁ ୪ ବିଜୟ ଏବଂ ୧୦ ପରାଜୟ ସହ ପଏଣ୍ଟ ତାଲିକାର ସବା ତଳକୁ ଖସି ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.