Below header

ପ୍ରିୟଙ୍କାଙ୍କୁ ଦେଖି ଇମୋସନାଲ ହେଲେ ନିକ୍ ଜୋନ୍ସ , ଦେଖନ୍ତୁ ଏହି ମ୍ୟାରେଜ ଭିଡିଓ

ସୋସିଆଲ ମିଡିଆରେ ପ୍ରିୟଙ୍କା ଓ ନିକଙ୍କ ମ୍ୟାରେଜ ଭିଡିଓକୁ ତାଙ୍କ ଫ୍ୟାନ ଖୁବ ପସନ୍ଦ କରୁଛନ୍ତି । ଭିଡିଓରେ ନିକ ଜୋନ୍ସ ପ୍ରିୟଙ୍କାଙ୍କୁ ଦେଖି ଖୁବ ଇମୋସନାଲ ହେଇଯାଇଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

nikkମା ମଧୁ ଚୌପ୍ରାଙ୍କ ସହ ପ୍ରିୟଙ୍କା ହ୍ଵାଇଟ୍‌ ଗାଉନରେ ବିବାହ ପାଇଁ ଷ୍ଟେଜକୁ ଆସୁଛନ୍ତି । ଏହାକୁ ଦେଖି ନିକଙ୍କ ଆଖିରେ ଲୁହ ଆସିଯାଉଛି । ଖୁବ ଭାବୁକ ହୋଇପଡୁଛନ୍ତି ସେ । ଏହାକୁ ଦେଖି ନିକ୍‌ ପ୍ରିୟଙ୍କାଙ୍କୁ କେତେ ଭଲ ପାଆନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.