ମନମୋହୁଛି ମୟୁରଭଞ୍ଜ ମହୋତ୍ସବ, ପାରମ୍ପରିକ ନୃତ୍ୟ ଓ ଗୀତରେ ଆରମ୍ଭ ହୋଇଛି କାର୍ନିଭାଲ୍‌ ସୋ

ବାରିପଦା(କେନ୍ୟୁଜ୍) : ମନମୋହୁଛି ମୟୁରଭଞ୍ଜ ମହୋତ୍ସବ। ଉତ୍ସବ ମୁଖର ବାରିପଦା ସହର। ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ କଳାକାରଙ୍କୁ ନେଇ ପାରମ୍ପରିକ ନୃତ୍ୟ ଓ ଗୀତରେ ଆରମ୍ଭ ହୋଇଛି କାର୍ନିଭାଲ୍‌ ସୋ। କଳାକାରଙ୍କ ସହ ଝୁମିଛନ୍ତି ବାରିପଦା ବାସିନ୍ଦା। ଅଭିନେତା ଉତ୍ତମ ମହାନ୍ତି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ୪ଦିନ ଧରି ଛଉ ପଡିଆରେ ଚାଲିବ ମହୋତ୍ସବ। ନୀଚଗୀତ ସହ ଦର୍ଶକମାନେ ମୁଢି ମାଂସର ମଧ୍ୟ ମଜା ନେଉଛନ୍ତି।

Leave A Reply

Your email address will not be published.