ବରଗଡ଼ରେ ଜୋର୍‌ ଧରିଲା କ୍ୟାନସର ହସପିଟାଲ ଦାବି

ବରଗଡ଼ (କେନ୍ୟୁଜ୍‌) : ବରଗଡ଼ ଜିଲ୍ଲାରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି । ତେଣୁ ଏଠାରେ ଏକ କ୍ୟାନସର ହସପିଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି । ଆଜି ଷ୍ଟୁଡେଣ୍ଟ ଫୋରମ୍‌ ପକ୍ଷରୁ ଏହି ଦାବିରେ ଆନ୍ଦୋଳନ କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମେତ ଏଥିରେ ୨୫ଟି ସଂଗଠନ ସାମିଲ ହୋଇଥିଲେ…

ଗୁମୁଡୁମାହା ଗୁଳିକାଣ୍ଡ : ମୃତକ ପରିବାରଙ୍କୁ ଅଧିକ କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଅଧିକ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ୍‌ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ । ମୃତକଙ୍କ ପରିବାରକୁ ଅଧିକ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । ପ୍ରତି ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କା…

ଗର୍ଭବତୀଙ୍କୁ ଷ୍ଟ୍ରେଚର୍‌ରେ ବୋହି ନେଲେ ଯବାନ୍‌

ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଦମନ ପାଇଁ ମୁତୟନ ଅଛନ୍ତି ଆଇଟିବିପି-୪୧ ବାଟାଲିୟନ୍‌ର ଯବାନ । ଏମାନେ କେବଳ ମାଓବାଦୀଙ୍କ ସହ ଲଢ଼େଇ କରୁ ନାହାନ୍ତି ସେଠାକାର ସାଧାରଣ ଲୋକଙ୍କୁ ମଧ୍ୟ ବିପଦ ଆପଦରେ ସାହା ହେଉଛନ୍ତି । ଶୁକ୍ରବାର ଦିନ ଏମାନେ ଖବର ପାଇଲେ ଜଣେ ଆସନ୍ନ ପ୍ରସବା ଗର୍ଭ କଷ୍ଟ…

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଥିବା ସ୍କୁଲ

ଫିରୋଜାବାଦ : ଉତ୍ତର ପ୍ରଦେଶ ଫିରୋଜାବାଦ ଜିଲ୍ଲାରେ ଏକ ସ୍କୁଲକୁ ଦିଆଯାଇଛି ପୂରା ଟ୍ରେନ୍‌ର ରୂପ । କ୍ଲାସରୁମ୍‌ ଗୁଡ଼ିକୁ ବଗିର ରୂପ ଦିଆଯାଇଛି । ଆଗରେ ଇଂଜିନ୍‌ ଚିତ୍ର ସହ ଲେଖା ଯାଇଛି ସ୍ୱଚ୍ଛତା ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ସଫଳ ରୂପାୟନ…

ପାହାଳରେ ମିଠା ଦୋକାନ ଉଚ୍ଛେଦ

ଭୁବନେଶ୍ୱର (କେନ୍ୟୁଜ୍‌) : କଟକ-ଭୁବନେଶ୍ୱର ରାସ୍ତା ପାହାଳ ନିକଟରେ ଜବର ଦଖଲ ଉଚ୍ଛେଦ । ରାସ୍ତ କଡ଼ରେ ଥିବା ମିଠା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି । ପାହାଳ ନିକଟରେ ହୋଇଥି ପୋଲିସ୍‌ ଫାଣ୍ଡି ନିକଟ ଅଞ୍ଚଳରେ ଜେସିବି ଦ୍ୱାରା ଏସବୁ ଦୋକାନ ହଟା ଯାଇଛି ।

ଏମିତି ଏକ ପାଠଶାଳା, ଯେଉଁଠି ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାନ୍ତି

ଜୟପୁର (କେନ୍ୟୁଜ୍‌) : କୋରାପୁଟ ଜିଲ୍ଲା ଜୟପୁର ନିକଟ ବୈପାରିଗୁଡ଼ାରେ ରହିଛି ଜଟିଆଗୁଡ଼ା ଗାଁ । ଏଇ ଗାଁରେ ପିଲାଙ୍କ ପାଠ ପଢ଼ିବା ପାଇଁ ଅଛି ସ୍କୁଲ ଟିଏ । ଆଦିବାସୀ ବହୁଳ ଓ ମାଓ ଅଧ୍ୟୁଷିତ ଏହି ଅଞ୍ଚଳର ସ୍କୁଲଟି କିଭଳି ଅବସ୍ଥାରେ ରହିଛି ତାହା ଏଇ ଚିତ୍ରରୁ ସ୍ପଷ୍ଟ । ଚାଳ ଘର କିନ୍ତୁ ଛପର…

ବର୍ଷା ବାଧା : ଲର୍ଡ଼ସରେ ଭାରତକୁ ଝଟ୍‌କା

ଲଣ୍ଡନ : ଲର୍ଡସରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ବର୍ଷା ସେମିତି ବାଧକ ସାଜିଛି । ତେବେ ଆଜି ଦ୍ୱିତୀୟ ଦିନରେ ୮.୩ ଓଭର ଖେଳରେ ଭାରତ ୩ ଓ୍ଵିକେଟ୍‌ ହରାଇ କରିଛି ମାତ୍ର ୧୫ ରନ୍‌ । ପେସ୍‌ ବୋଲିର୍‌ ଆଣ୍ଡର୍ସନ ଦୁଇ ଓପ୍ନର ମୁରଲୀ ବିଜୟ ଓ ଲୋକେଶ ରାହୁଲଙ୍କୁ ଆଉଟ୍‌ କରି…

ଶ୍ରାବଣ ଅମାବାସ୍ୟାରେ ବିଶେଷ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୁଏ : କଣ କରିବେ ?

ଅଗଷ୍ଟ ୧୧ ତାରିଖ ଶନିବାର ହେଉଛି ଶ୍ରାବଣ ଅମାବାସ୍ୟା । ଏହାକୁ ଶନିଶ୍ଚରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ଶ୍ରାବଣ ଅମାବାସ୍ୟା ପଡ଼ିଲେ ଏହାର ବିଶେଷ ମହତ୍ୱ ଥାଏ । ଯେଉଁମାନଙ୍କ ଜାତକରେ ଶନି ଭଲ ନାହିଁ ସେମାନଙ୍କୁ କିଛି ବିଶେଷ ଉପାୟ…