Below header

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଥିବା ସ୍କୁଲ

ଫିରୋଜାବାଦ : ଉତ୍ତର ପ୍ରଦେଶ ଫିରୋଜାବାଦ ଜିଲ୍ଲାରେ ଏକ ସ୍କୁଲକୁ ଦିଆଯାଇଛି ପୂରା ଟ୍ରେନ୍‌ର ରୂପ । କ୍ଲାସରୁମ୍‌ ଗୁଡ଼ିକୁ ବଗିର ରୂପ ଦିଆଯାଇଛି । ଆଗରେ ଇଂଜିନ୍‌ ଚିତ୍ର ସହ ଲେଖା ଯାଇଛି ସ୍ୱଚ୍ଛତା ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ସଫଳ ରୂପାୟନ ଏବଂ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ୧୦୮ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.