Below header

ଉତ୍ତର ପ୍ରଦେଶର ବିଭିନ୍ନ ନଦୀରେ ବିସର୍ଜିତ ହେବ ଅଟଳଙ୍କ ଅସ୍ଥି

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଭିନ୍ନ ନଦୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ହେବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି ସ୍ୱର୍ଗତ ବାଜପେୟୀଙ୍କ କର୍ମଭୂମି ଥିଲା ଉତ୍ତର ପ୍ରଦେଶ । ତେଣୁ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଆଗ୍ରାଠାରେ ଯମୁନା, ଆହ୍ଲାବାଦ ଓ ବାରାଣସୀରେ ଗଙ୍ଗା, ଲକ୍ଷ୍ନୌରେ ଗୋମତି ଓ ବରୁଣା ଆଦି ଜାଗାରେ ଅସ୍ଥି ବିସର୍ଜନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.